District

ଘରୋଇ ସଂସ୍ଥାର କର୍ମଚାରୀଙ୍କଠାରୁ ୧୫,୮୪ଲକ୍ଷ ଲକ୍ଷ ଲୁଟ୍ ‘ ଘଟଣା ୧୪,୮୫ ଲକ୍ଷ ଉଦ୍ଧାର ୫ ଗିରଫ

ଘରୋଇ ସଂସ୍ଥାର କର୍ମଚାରୀଙ୍କଠାରୁ ୧୫,୮୪ଲକ୍ଷ ଲକ୍ଷ ଲୁଟ୍ ‘ ଘଟଣା ୧୪,୮୫ ଲକ୍ଷ ଉଦ୍ଧାର ୫ ଗିରଫ,

ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ୧୧ତାରିଖ ମଧ୍ୟାହ୍ନ ସମୟରେ ବଅଁରପାଳ ଥାନା ଶାଳଗାଡ଼ିଆ ଛକ ନିକଟରୁ ସିଏସ୍ଏସ୍‌ଇନ୍ ଫୋସିଷ୍ଟମ୍ ଲିମିଟେଡ୍ ନାମକ ଏକ ଘରୋଇ ସଂସ୍ଥା କର୍ମଚାରୀ ପାପୁନ୍ ପୋଇ ୩୩ଙ୍କଠାରୁ ୧୫ ଲକ୍ଷ ୮୪ହଜାର ଟଙ୍କା ଲୁଟ୍ ପାଟ୍ ମାମଲାରେ ସଫଳତାପାଇଛି ପୁଲିସର ଦୁଇ ସ୍ବତନ୍ତ୍ର ଟିମ୍ ର ସପ୍ତାହକର ତନାଘ ନା ପରେ ଲୁଟେରା ଗ୍ୟାଙ୍ଗ୍ କୁ କାବୁ କରିବା ସହ ସେମାନଙ୍କ ଠାରୁ ୧୪ଲକ୍ଷ ୯୫ ହଜାର ଟଙ୍କା ଉଦ୍ଧାର ହୋଇଛି- ଇଛି ଲୁଟ୍ ରେ ୬ ଜଣ ସଂପୂକ୍ତି ରହିଥ‌ିବାବେଳେ ପୁଲିସ ୫ଜଣଙ୍କୁ ବାନ୍ଧି ରବିବାର କୋର୍ଟ ଚାଲାଣ କରାଯାଇଛି ଫେରାର ର ଅଭିଯୁକ୍ତ ଠାବ ହୋଇଛି ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ରବିବାର ଅପରାହ୍ନରେ ଜିଲ୍ଲା ପୁଲିସକାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାହୁଲ ଜୈନ୍ ସୂଚନା ଦେଇଛନ୍ତି।ଏହି ମାମଲାକୁ ସ୍ପେଶାଲ ରିପୋର୍ଟ କେସ୍ ଭାବରେ ବିବେଚନା କରାଯାଇ ତଦନୁର ତ୍ବରାନ୍ବିତ କରାଯିବା ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଶ୍ରୀଜୈନ ପ୍ରକାଶ କରିଥିଲେ ପୁଲିସ ସୂଚନା ମୁତାବକ ଗିରଫ ଅଭିଯୁକ୍ତ ହେଲେ ବଅଁରପାଳ ଥାନା ଭାଗବତ ପୁରଗ୍ରାମର ରାଜୁ ଓରଫ୍ ରାଜେନ୍ଦ୍ର ପରିଡ଼ା ୨୫ ଓ ଡାକ ଓରଫ୍ ଡାକ୍ଟର ପରିଡ଼ା ୨୭ କୁସୁଣା ଗ୍ରାମର ସୁଜିତ୍ ନାଏକ ୨୬ ଓ ରୁଦ୍ରନାରାୟଣ ନାଏକ ୨୨ ତଳମୂଳ ଶାସନ ଗ୍ରାମର ସଚ୍ଚିନ୍, ଚିନ୍, ସେଠ ସଠୀ ୨୨ଅନ୍ୟତମ ଅଭିଯୁକ୍ତ ତଥା ରାଜେନ୍ଦ୍ରର ଭଣଜା କାହ୍ନା ପରିଡ଼ା ୧୯ ଫେରାର୍ ରହିଛି ଲୁଟ୍ ର ମାଷ୍ଟର୍ ମାଇଣ୍ଡ୍ ରାଜୁ ଓରଫ୍ ରାଜେନ୍ଦ୍ର ପରି ବୋଲି ପୁଲିସ ତଦନୁରୁ ଜଣାପଡ଼ିଛି ରାଜେନ୍ଦ୍ରଠାରୁ ଲୁଟ୍ ରେ ବ୍ୟବହୃତ ମଟର ଲୁଟ୍ ରେ ବ୍ୟବହୃତ ମଟରସାଇକେଲ୍‌ ଓଡ଼ି୧୯ ଏଫ୍ ୧୧୩୫ ସମେତ ୬ଲକ୍ଷ ଟଙ୍କା ଭୁଜାଲି ସୁଜିତ୍ ପାଖରୁ ୫ ଲକ୍ଷ ୮୯ହଜାର ୪୨୦ ଟଙ୍କା ଡାକ ଓରଫ୍ ଡାକ୍ଟର ଠାରୁ ୨ଲକ୍ଷ ୪୫ ହଜାର ଟଙ୍କା ରୁଦ୍ରନାରାୟଣ ଠାରୁ ୫୮ ହଜାର ୫୦୦ ଟଙ୍କା ସଚ୍ଚିନ୍‌ଠାରୁ ମଟରସାଇକେଲ୍ ଓଡ଼ି୧୯ୱାଇ୮୮ ୯୨, ସମେତ ୩୦ ହଜାର ଟଙ୍କା ଜବତ ହୋଇଛି ॥ଅଭିଯୁକ୍ ମାନଙ୍କଠାରୁ ମୋଟ ୧୪ ୧୪ଲକ୍ଷ ୮୫ ହଜ ଜାର ୯୨୦ ଟଙ୍କା ଉଦ୍ଧାର କରିବାରେ ପୁଲିସ୍ ସଫଳହୋଇ ପାଦ ଦେଇଥିବାବେଳେ ହୋଇଛି ଗିରଫ ୫ ଅଭିଯୁକ୍ତଙ୍କ ମଧ୍ଯରୁ ସଚ୍ଚିନ୍ ନୂଆକରି ଅପରାଧ ହୁନି ଆରେ ଅନ୍ୟ ୪ ଜଣଙ୍କ ଜଣଙ୍କ ନାମରେ ଗଣ୍ଡାମାମଲା ମାମଲା ରହିଛି ରାଜୁ ନାମରେ ବଅଁରପାଳ ହିନ୍ଦୋଳ ଓ ନାଲ୍‌କୋଥାନାରେ ୫ଟି ସୁଜିତ୍ ନାମ ନାମରେ ବଅଁରପାଳ ନାଲ୍‌କୋ ଓ ମୋଟଙ୍କା ଥାନାରେ ୪ଟି ଡାକନାମରେ ବଅଁରପାଳ ହିନ୍ଦୋଳ ଓ ନାଲ୍‌କୋଥାନା କୋଥାନାରେ ୩ଟି ଓ ରୁଦ୍ର ନାମରେ ନାଲ୍‌କୋଥାନାରେ ଗୋଟିଏ ମାମଲା ବିଚାରାଧୀନ ରହିଛି ଆର୍ଥିକ କାରବାର ବାରକରୁଥିବା ଲୋକଙ୍କୁ ଟାର୍ଗେଟ୍ କରି ଯୋଜନାବଦ୍ଧ ଭାବରେଏହି ଗ୍ୟାଙ୍ଗ୍, ଲୁଟ୍ ପାଟ୍ ଚଳାଇଥିଲେ ବୋଲି ଏସ୍‌ପି ପ୍ରକାଶ କରିଥିଲେ ଗତ ଅକ୍ଟୋବରମାସ ୩ ତାରିଖରେ ନା କୋ ସିପି ପିଛକ ନିକଟରୁ ୯ ଲକ୍ଷ ଟଙ୍କା ଲୁଟ୍ ମଲାରେଏହି ଗ୍ୟାଙ୍ଗ୍,ରସଂପୂକ୍ରିରହିଥ‌ିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ରମାକାନ୍ତି ମହାଳିକ ବଅଂରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ତଦନୁକାରୀ ଅଧୂକାରୀ ବଅଁରପାଳ ଥାନା ଏ ସ୍ ଆଇ ଅମିତ୍‌ କୁମାର ମିଶ୍ରଏହି ଥାନା ଆଖପାଖ ଅଞ୍ଚଳରେ ବହୁତୁଭଲଏଆଇ ଜଣେ ପ୍ରମୁଖ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button