District
ନବରଙ୍ଗପୁରରେ ବାଇକ ମୁହାଁମୁହିଁ ଧକ୍କା,

ନବରଙ୍ଗପୁରରେ ,ତ।୧୯/୫ ବାଇକ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର ନବରଙ୍ଗପୁର ଜିଲ୍ଲାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସିଉନାଗୁଡା-ଷଣ୍ଡସା ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣାରେ ଆହତଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



