Govinda Tripathy
-
ହିନ୍ଦୁ ଦେବା ଦେବୀ ବିରୋଧରେ ଆପତ୍ତିଜନକ ମନ୍ଥଭ ଥ।ନ।ରେ ଏତଲ। ଦେଲେ ନବରଙ୍ଗପୁର ବଜରଙ୍ଗ ଦଳ
ହିନ୍ଦୁ ଦେବାଦେବୀ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଥାନାରେ ଏତଲା ନବରଙ୍ଗପୁର,23/8: ଆପତ୍ତିଜନକ ମନ୍ତବ୍ୟ ରହିଥିବା ଭିଡିଓକୁ ଜଣେ ଯୁବକ ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରି ଭାଇରାଲ୍…
Read More » -
ଭତ୍ତା ବନ୍ଦ ହେବ।ରୁ ବିଡିଓ ଙ୍କ ଦ୍ଵାରସ୍ଥ ହେଲେ ଦୁଇ ଦିବ୍ୟାଙ୍ଗ
ଭତ୍ତା ବନ୍ଦ ହେବାରୁ ବିଡିଓଙ୍କ ଦ୍ବାରସ୍ଥ ହେଲେ ଦୁଇ ଦିବ୍ୟାଙ୍ଗ ପୋଡ଼ାଗଡ ,23/8 ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କ ରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଛି। ଯାହାର ଆଧାର…
Read More » -
ଟ୍ରେନ ରୁ ପଡି ଗୁରୁତର ଶ୍ରମିକଙ୍କ ଚିକିତ୍ସାର ବ।ଧିକ ସ।ଜିଛି ଅର୍ଥ ସାହାଯ୍ୟ ପ।ଇ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ
ଟ୍ରେନରୁ ପଡି ଗୁରୁତର ଶ୍ରମିକଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ରାଜନଗର, 23/8: ରାଜ୍ୟରେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଯୁବକ…
Read More » -
ନବ।ନବାନ୍ନ ନିମନ୍ତେ ବୈଠକ
ନବାନ୍ନ ନିମନ୍ତେ ବୈଠକ ଉମରକୋଟ, 23/8: ଚଳିତ ମାସ ୨୮/୦୮/୨୦୨୫ତାରିଖରେ ନବାନ୍ନ ବାବା ଭୈରବ ଓ ଚାଉରିଆ ମନ୍ଦିରରେ ନବାନ୍ନ ଅନୁଷ୍ଟିତ ହେବ, ଉକ୍ତ ଦିନରେ ହୀରାପୁର…
Read More » -
ସ୍କୁଲ ରେ ତ।ଲ। ପକ।ଇ ଚ।ଲିଗଲେ ଶିକ୍ଷକ, ରହିଗଲେ ଦ୍ଵିତୀୟ ଶ୍ରେଣୀ ର ଛାତ୍ର ଛାତ୍ରୀ ଝରକ। ରେଲିଂରେ ଲଟକିଲେ 18 ଘଣ୍ଟା
ସ୍କୁଲ ତାଲା ପକାଇ ଚାଲିଗଲେ ଶିକ୍ଷକ, ରହିଗଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଝରକା ରେଲିଂରେ ଲଟକିଲେ ୧୮ ଘଣ୍ଟା କେନ୍ଦୁଝର,୨୨/୮: କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ୍ ଅନ୍ତର୍ଗତ…
Read More » -
ମଦ ଦୋକାନରୁ ଲୁଟ ମ।ମଲ।ରେ ପ। ଞ୍ଚ ଗିରଫ ଅଭିଯୁକ୍ତ
ମଦ ଦୋକାନରୁ ଲୁଟ୍ ମାମଲାରେ ୫ ଗିରଫ ଅଭିଯୁକ୍ତ । ତେନ୍ତୁଳିଖୁଣ୍ଟି, ତ।:୨୩/୮ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକାମ୍ବାସ୍ଥିତ ଓଏସ୍ ମଦ ଦୋକାନରୁ ଲୁଟ୍…
Read More » -
କୋରାପୁଟ ପୌର ପରିଷଦ ତରଫରୁ ସଚେତନତ। କାର୍ଯ୍ୟକ୍ରମ।
କୋରାପୁଟ ପୌର ପରିଷଦ ତରଫରୁ ସଚେତନତା କାର୍ଯ୍ୟକ୍ରମ ଜୟପୁର,23/8- ନିଖୁଳ ଭାରତ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ କୋରାପୁଟ ପୌର ପରିଷଦ ତରଫରୁ ସଡ଼କ ସୁରକ୍ଷା ଅଭିଯାନ…
Read More » -
ପ୍ରଥମ ରୁ ଯୁକ୍ତ 2 ଯ।ଏ ମ।ଗଣ।ରେ ଛାତ୍ର ଛାତ୍ରୀ ଙ୍କୁ ବସ ସେବ। ,ୟୁନିଫର୍ମ ଓ ଆଇ କାର୍ଡ ଦେଖ।ଇ ଯାଇ ପ।ରିବେ
ପ୍ରଥମରୁ ଯୁକ୍ତ ୨ ଯାଏଁ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବ।, ୟୁର୍ନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ଯାଇପାରିବେ । ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ସେବା ଭୁବନେଶ୍ବର, 23/8:…
Read More » -
ରକ୍ତ ହୀନତ। ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତ।ଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ପାପଡାହାଣ୍ଡି, 23/8: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ…
Read More » -
9 ଟି ନୂଆ ଏନଏସି ଘୋଷଣ। 31 ରେ
୯ଟି ନୂଆ ଏନ୍ଏସି ଘୋଷଣା ୩୧ରେ ଭୁବନେଶ୍ୱର,23/8: ଆଗାମୀ ସ୍ନାୟତ୍ତ ଶାସନ ଦିବସ ଅବସରରେ ବଡ଼ ଘୋଷଣା କରିବେ ରାଜ୍ୟ ସରକାର। ଆସନ୍ତା ୩୧ରେ ୯ଟି ନୂଆ…
Read More »