Govinda Tripathy
-
ପରୀକ୍ଷ। ପ।ଇଁ ଗର୍ଭବତୀଙ୍କୁ ଧ।ଡି ଯନ୍ତ୍ରଣ।
ପରୀକ୍ଷା ପାଇଁ ଗର୍ଭବତୀଙ୍କୁ ଧାଡ଼ି ଯନ୍ତ୍ରଣା ନବରଙ୍ଗପୁର, ୧୨/୯: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାରେ ପ୍ରତ୍ୟେକ ମାସର ୯ ତାରିଖରୁ ପ୍ରସବ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ମାଗଣାରେ ବିଭିନ୍ନ…
Read More » -
ଦିବ୍ୟାଙ୍ଗ ବୃଦ୍ଧ।ବୃଦ୍ଧଙ୍କୁ ବଦ୍ଧିତ ଭତ୍ତା ବଣ୍ଟନ
ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାଙ୍କୁ ବଦ୍ଧିତ ଭତ୍ତା ବଣ୍ଟନ ତେନ୍ତୁଳିଖୁଣ୍ଟି ୧୧/୯ : ଆଜି ତେନ୍ତୁଳିଖୁଣ୍ଡି ବ୍ଳକ ପରିସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ୪ ୪୦ ଜଣ…
Read More » -
ଅଧ୍ୟାପକ ସ୍ୱାମୀ ଓ ସହଯୋଗୀ ଙ୍କୁ ମହଙ୍ଗା ପଡିଲ। ସ୍ତ୍ରୀ ଓ ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତା ରେ ବୁଲ।ଇବ।
ଅଧ୍ୟାପକ ସ୍ଵାମୀ ଓ ସହଯୋଗୀଙ୍କୁ ମହଙ୍ଗା ପଡ଼ିଲା ସ୍ତ୍ରୀ ଓ ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ନିମାପଡ଼ା, ୧୧/୯ : ନିମାପଡ଼ା ଏନ୍ଏସି ଅଞ୍ଚଳରେ ମଙ୍ଗଳବାର…
Read More » -
କମୁଛି ଗୋସମ୍ପଦ ୧୦ବର୍ଷ ରେ ୬୬୫୮୦ ଗ।ଏବ
କମୁଛି ଗୋସମ୍ପଦ, ୧୦ବର୍ଷରେ ୬୬୫୮୦ ଗାଏବ ନବରଙ୍ଗପୁର, ୧୧/୯: ଜିଲ୍ଲାରେ ଦେଶୀ ଗାଈ, ଗୋରୁ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର…
Read More » -
ଚୋରକୁ ଧରି ପୋଲିସ କୁ ଜିମ। ଦେଲେ ଗ୍ରାମବ।ସୀ
ଚୋରକୁ ଧରି ପୋଲିସକୁ ଜିମାଦେଲେ ଗ୍ରାମବାସୀ ନବରଙ୍ଗପୁର, ୧୧/୯ ଗତରାତିରେ ଏକ ଚୋରକୁ ଧରି ଗ୍ରାମବାସୀ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି | ସୂଚନା ଅନୁଯାଇ…
Read More » -
ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ ରେ ଅବହେଳା ତ।ଗିଦ। କଲେ ଆତ୍ମହତ୍ୟା ଧମକ
ଶିକ୍ଷୟିତ୍ରୀଙ୍କ ଦାୟିତ୍ୱରେ ଅବହେଳା, ତାଗିଦା କଲେ ଆତ୍ମହତ୍ୟା ଧମକ ନବରଙ୍ଗପୁର, ୧୧/୯ ସ୍କୁଲ କର୍ତ୍ତୃପକ୍ଷ ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡା ହାଇସ୍କୁଲ ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ କାର୍ଯ୍ୟରେ…
Read More » -
ଫେବ୍ରୁଆରି ୭ରୁ ଟ୍ଵେଣ୍ଟି -୨୦ ବିଶ୍ଵକପ
ଫେବ୍ରୁଆରି ୭ରୁ ଟ୍ରେଣ୍ଟି-୨୦ ବିଶ୍ୱକପ୍ ଦୁବାଇ, ୧୧/୯: ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୨୦୨୬ ଟେଣ୍ଟି-୨୦ ଲାଗି ଆଇସିସି ପ୍ରସ୍ତୁତି ଆରମ୍ଭ କରି ଦେଇଛି।…
Read More » -
ଧସିଲ। କମ।ର ବେଲ ଗ।ଅଁ। ପୋଲ
ଧସିଲା କମାରବେଲଗାଁ ପୋଲ ନନ୍ଦପୁର, ୧୧।୯ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଦେଇ ଯାଇଥିବା ଗେରୁପୁଟ–ସାଉନିପୁଜାରୀପୁଟ ଆର୍ଡି ରାସ୍ତାର କମାର ବେଲଗାଁ ପୋଲ ଟିଏ…
Read More » -
ରାଇପୁର ଓ ବିଶ। ଖ।ପ।ଟଣ। ଭ।ରତ ମ।ଳ। ପ୍ରକଳ୍ପ ସମୀକ୍ଷା କଲେ ରାଜ୍ୟପାଳ
ରାୟପୁର-ବିଶାଖାପାଟଣା ଭାରତମାଳା ପ୍ରକଳ୍ପର ସମୀକ୍ଷା କଲେ ରାଜ୍ୟପାଳ କୋରାପୁଟ, ୧୧/୯ : ରାଜ୍ୟପାଳ ଡ, ହରିବାବୁ କମ୍ଭମପତି ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ…
Read More » -
ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
ଯୁବତୀକୁ ଦୁଷ୍କର୍ମ, ଯୁବକ ଗିରଫ ରାଇଘର ,୧୧/୯: ଦୁଇ ମାସ ଧରି ଏକ ବନ୍ଦ କୋଠରିରେ ଯୁବତୀକୁ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ…
Read More »