Govinda Tripathy
-
Health
ଘରକୁ ଡାକି ସାଙ୍ଗର ବେକ କଟିଦେଲା ସାଙ୍ଗ
ଉଦଳା, ୨୬/୭ : ଦୋସ୍ତି ରେ ଲା ଲାଗିଲା ରକ୍ ରକ୍ତ ଛିଟା। ଘରକୁ ଡ଼ା କି ନେଲା ସାଙ୍ଗ, ଆଉ ବେକକୁ ହାଣି ଣି କରିଲା…
Read More » -
Koraput
ନାରୀ ନିର୍ଯାତନା ଅନେକ
ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ନେଇ ଡିଆଇଜି କାର୍ଯ୍ୟାଳୟ ଘେରିଲା ବିଜେଡ଼ି ନାରୀ ନିର୍ଯାତନା ଅନେକ । ପୁର, ୨୬/୭ : ଜୟପୁର ରାଜ୍ୟରେ ନାରୀ…
Read More » -
Health
ଆୟୁଷ୍ମାନ କାର୍ଡ ମନ।କଲା ଘରୋଇ ହସ୍ପିଟାଲ
ଆଇସିୟୁରେ ମରଣ ସହ ଯୁଝୁଛନ୍ତି ରୋଗୀ ଆୟୁଷ୍ମାନ କାର୍ଡ ମନାକଲା ଘରୋଇ ହସ୍ପିଟାଲ ଲାଞ୍ଜିଗଡ଼, 26/7: ଆଇସିୟୁ ଭିତରେ ରୋଜଗାରିଆ ପୁଅ ଆୟୁଷ୍ମାନ କାର୍ଡକୁ ମନା କରିଦେଲା…
Read More » -
District
ବନ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ।ଉ
ଜୟପୁର, ୨୫/୭ : ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଶୁକ୍ରବାର ଚଢଉ କରି ଜଣେ ବନାଞ୍ଚଳ ଅଧିକାରୀଙ୍କ ଘରୁ ଠାବ କରିଛି ଟଙ୍କାର ପାହାଡ଼…
Read More » -
District
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ ଭୁବନେଶ୍ୱର, ୨୫/୭ : କ। ଗଳ ପତ୍ର ଦେବା ଲାଗି ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ…
Read More » -
District
ଜଯପୁର ଡେପୁଟୀ ରେଞ୍ଜ ର ଙ୍କ ଅମାପ ସମ୍ପତ୍ତି ଭିଜିଲାନ୍ସ ହାତ ରେ ଜବତ
ଭୁବନେଶ୍ବର/ଜୟପୁର/ଲକ୍ଷ୍ମୀପୁର, ୨୫/୭: କୋରାପୁଟ ଜିଲ୍ଲା ଜୟପୁର ସହରରେ ଓଡ଼ିଶା ଭିଜିଲାନ୍ସ କୁବେର ଡେପୁଟି ରେଞ୍ଜରଙ୍କୁ ଠାବ କରିଛି। ଘରୁ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ,…
Read More » -
District
୮୪୦୦ ଲିଟର ମହୁଲ ପୋଚ ନଷ୍ଟ ଜବତ ପୋଚ ଓ ମଦରନ୍ଧା ସାମଗ୍ରୀ
ମୋରଡ଼ା,୨୫/୭ : ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାର ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮୪୦୦ ଲିଟର ମହୁଲ ପୋଚ ଟର ନଷ୍ଟ କରିବା ସହିତ…
Read More » -
Education
କ୍ରିସ ଛାତ୍ରଛାତ୍ରୀ ଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ରାଜ୍ୟପାଳ
ଭୁବନେଶ୍ୱର, 25/7: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ତାଙ୍କ ଧର୍ମପନ୍ଥୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ…
Read More » -
Health
ଭୁବନେଶ୍ବର ରେ କାଶୀପୁର ଯୁବତୀଙ୍କ ମୃତ୍ଯୁ
ରାୟଗଡା,25/7:ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଗୋଟିଏ ଭଡ଼ାଘରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ବଡ଼ମାରିଭଟା ଗାଁର ଦିବ୍ୟାଙ୍ଗ ଯୁବତୀ ଅନୁପମା ନାୟକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…
Read More »
