Education

୫-ଟି ରେ ପାଣ୍ଡିଆନ ଓ ମିଶନଶକ୍ତିରେ ସ୍ତ୍ରୀ ସୁଜାତା ଲାଗିଛନ୍ତି କୋଟି କୋଟି ଟଙ୍କା

୫-ଟି ରେ ପାଣ୍ଡିଆନ ଓ ମିଶନଶକ୍ତିରେ ସ୍ତ୍ରୀ ସୁଜାତା

ଲୁଟିଛନ୍ତି କୋଟିକୋଟି ଟଙ୍କା

ମହିଳାଙ୍କ ସ୍ବାବଲମ୍ବୀ ପଛରେ ଚାଲିଥୁଲା ବଡ଼ ରାକେଟ

ମିଶନଶକ୍ତି ଦୁବାଇ ଭିଳିଟଠୁ ଆରମ୍ଭ କରି ମିଶନ ଶକ୍ତି କ୍ୟାଫେ ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର କଳାଚିଠା । କେଉଁଠି ସୂୟଂ ସହାୟିକା ଗୋଷ୍ଠୀ ଲୋନ୍ ବିନିଯୋଗରେ ପର୍ଦାଫାଶ ହୋଇଛି ତ ଆଉ କେଉଁଠି ମିଶନଠୁ ଦୂରରେ ମିଶନସଭି କ୍ୟାଫେ ହୋଇଛି । କୋଇଠି ମହିଳାଙ୍କ ସ୍ବାବଲମୀ ପଦରେ ରାକେଟ ଚାଲିଥିଲା ତ ଆଉ କୋଉଠି ଏସଏଚଳି ନାଁରେ ବିଦେଶରେ ଟଙ୍କା ରଖାଯାଇଥିଲା

ଦୁବାଇ ବୁଲିବାକୁ ଯାଇ ୧୩ କୋଟି ଗିଳିଦେଲେ ସୁଜାତା

ଠାକୁର ଖାଇ ଖଟୁଳି ଖାଇବାକୁ ବସିଲେଣି ପାଣ୍ଡିଆନ ଦମ୍ପତି

ତେଜୁଛି ମହିଳା ବିରୋଧ: ଅଡିଟ କରି ରିପୋର୍ଟ ଦେବେ ମୋହନ ସରକାର

ମହିଳାଙ୍କୁ ସ୍ବାବଲମ୍ବୀ କରିବା ସ୍ୱପ୍ନ ଦେଖେଇ ଅଣ୍ଟିରେ ପୁରେଇଲେ କୋଟିକୋଟି ଟଙ୍କା

ମୁଣ୍ଡରେ ଝୁଲୁଛି ସିବିଆଇ ଖଣ୍ଡା: ଭୟରେ ଓଡ଼ିଶା ଛାଡିବାକୁ ପ୍ରସ୍ତୁତ ହେଲେଣି ପାଣ୍ଡିଆନ ଦମ୍ପତି

ମହିଳାଙ୍କୁ ବିଦେଶ ବୁଲେଇବା ବାହାନାରେ ବିଦେଶରେ ବିଳାସବ୍ୟସନ ଫ୍ଲାଟ କିଣିଥିଲେ ସୁଜାତା

ଭୁବନେଶ୍ୱର,୩୦/୮: ଆଞ୍ଚଳିକ ଖବର ହାତରେ ଲାଗିଛି ମିଶନଶକ୍ତର ବଡ଼ ଘୋଟାଲା । ବର୍ଷବର୍ଷ ଧରି ମିଶନଶକ୍ତିକୁ ଆସୁଥୁଲା ହଜାର ହଜାର କୋଟି ଟଙ୍କା । ଯିଏ ଯେମିତି ପାରୁଥୁରା ସେମିତି ଖର୍ଜ କରୁଥିଲା ଯେହେତୁ ବିଜେଡିର ସର୍ବେସର୍ବା ପାଣ୍ଡିଆନଙ୍କ ଧର୍ମପନ୍ଥୀ ସଚିତ ଥିଲେ ତେଣୁ ମିଶନଶକ୍ତି ପାଇଁ ରାଜ୍ୟ ରାଜନୀତିର ପାଣ୍ଠି ଖୋଲି ଦେଇଥୁରେ ନବୀନ । ନା, ହିସାବ ହେଉଥୁଲା ନା ତଦାରଖ କରାଯାଉଥୁଲା । କାରଣ ଦିନା ମିଶନଶକ୍ତି ରୂପ । ଯେହେତୁ ରେଜିଷ୍ଟ୍ରେସନ ନଥିଲା ତେଣୁ ଅନିଟ ହେଉନଥିଲା ସେଇଥିପାଇଁ ମହିଳାଙ୍କୁ ସ୍ୱାଟରୟୀ କରିବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଛରି ପାଣିଆନ ଦମ୍ପତି । ମିଶନସଗି ଦୁବାଇ ଭିଜିଟଠୁ ଆରମ୍ଭ କରି ମିଶନ ଶକ୍ତି କ୍ୟାଫେ ପର୍ଯ୍ୟନ୍ତ ଭୂମିଛି ଦୁର୍ନୀତିର କଳାଚିଠା । କୋଇଠି ସ୍ୱୟଂ ସହାୟିକା ଗୋଷ୍ଠୀ ଲୋଡ୍

ବିଜେଡି ନେତା ଓ ପଶିଆନଙ୍କ ଭଳି ସୁଜାତାଙ୍କୁ ବି ଘାରିଛି ଜେଲ ଯିବା ଭୟ ଯେଉଁଥ‌ିପାଇଁ ଛାନିଆ ହୋଇ ଅବସର ନେଲେ ଆଉ ଏବେ ପାଣ୍ଠି ନେଇ ବିଦେଶ ଯିବାକୁ ଟାଳିକି ବସିଛନ୍ତି ପାଣ୍ଡିଆନ ଦମ୍ପତି ।

ବିନିଯୋଗରେ ପର୍ଦାଫାଶ ହୋଇଛି ତ ଆଉ କୋଉଠି ମିଶନଠୁ ଦୂରରେ ମିଶନସର୍ତ୍ତ କ୍ୟାଫେ ହୋଇଛି । କୋଉଠି ମହିଳାଙ୍କ ସ୍ଵାବଲମୀ ପଛରେ ରାକେଟ ଚାଲିଥିଲା ତ ଆଉ କୋଉଠି ଏସଏଚଳି ନାଁରେ ବିଦେଶରେ ଟଙ୍କା ରଖାଯାଇଥୁଲା ଓଡିଶାକୁ ଯେତିକି ରୁଟିଛନ୍ତି ତାଙ୍କ ୫ ପୁରୁଷ ଖାଇଲେ ବି ସରିବନି । ସବୁଠୁ ସାଫାତିକ ଥା ହେଉଛି ନିର୍ବାଚନ ସମଯରେ ଦଳ ପାଇଁ ଆସିବା ୮୦୦ରୁ ଗର୍ତ୍ତ କୋଟି ଟଙ୍କାରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦୦ କୋଟି ଟଙ୍କା ମଧ୍ୟ ଗାଏଡ କରି ଦେଇଥିଲେ । କାରଣ ନିର୍ବାଚନ ଖର୍ଜ ବାବଦକୁ ୫୦୦ କୋଟି ଟଙ୍କା ଖର୍ଚ ହୋଇଥିବା ବିଧାନସଭା ଅଧୁବେଶନରେ ଉତ୍ତର ରଥ‌ିଲେ ମୁକେଶ ମହାଲିଙ୍ଗ । ତେବେ ବାକି ଟଙ୍କା କୁଆଡେ ଗଲା ତାର ହିସାଦ ଏଯାଏଁ ମିଳିଲାନି । ସେପଟେ ୧୫୦୦ କୋଟିରୁ ଅଧ‌ିକ

ଟଙ୍କାର ଅନିୟମିତତା କିପୋର୍ଟ ଆସିଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଅର୍ଥକ ସହାୟତା ଯୋଗାଇ ଆସୁଥିଲା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓଡ଼ିଶା ଜୀବିକା ମିଶନକୁ ଆସୁଥିବା ଟଙ୍କାରେ ଲକ୍ଷାଧ‌ିକ ମହିଳା ରୋଜଗାରକ୍ଷମ ହୋଇପାରୁଥିଲେ । କିନ୍ତୁ କେନ୍ଦ୍ର ସରକାର ଯୋଗାଉଥବ କୋଟିକୋଟି ଟଙ୍କା ଖର୍ଚ ହେଉଛି ମିଶନଶକ୍ତିରେ । କେନ୍ଦ୍ରରୁ ଆସୁଥିବା ଟଙ୍କା ରାଜ୍ୟ ସରକାର କିଭଳି ତାଙ୍କ ଡ୍ରିମ୍

ପ୍ରୋଜେକ୍ଟ ମିଶନସକ୍ତିରେ ଖର୍ଜ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧ‌ିକାର କର୍ମୀ । ୨୦୧୮ରୁ ୨୦୨୪ କୁଜାଇ ମଧ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ଆସିଥିବା ଟଙ୍କା ରାଜ୍ୟରେ ଦେଉଁ କେଉଁ କାମରେ ଖର୍ଚ ହୋଇଛି ? ତଥ୍ୟ ଅନୁଯାୟୀ ଜାତୀୟ ଗ୍ରାମୀଣ ଜୀବିକା ମିଶନ ୬୧୬ ଗୋଟି ୯୮ ରସ ୬୫ ହଜାର ଟଙ୍କା ଓଡିଶା ଜୀବିକା ମିଶନକୁ ଦେଉଛି । ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ଜନ ପ୍ରକଳ୍ପରେ ୭୪୬ କୋଟି ୧୮ କକ୍ଷ ୬୪ ହଜାର ଟଙ୍କା ଦିଆଯାଇଛି । ସେଥିରୁ ୭୪୬ କୋଟି ୧୮ ରଥ ୬୪ କଳାର ଟଙ୍କା ରାଜ୍ୟ ପର୍ଜ କରିଛି । ତେବେ ଓଡିଶା ଜୀବିକା ମିଶନ କେତେ ଖର୍ଚ କରିଛି ତାର ହିସାବ ନାହିଁ । ଜାତୀୟ ଗ୍ରାମୀଣ ଜୀବିକା ମିଶନଠାରୁ ୧ ହଜାର ୪୯ କୋଟି ଟଙ୍କା ପାଇଛି ମିଶନସ ।

୨୦୨୨-୬୩ରେ ମିଶନଶକ୍ତି ୧ ହଜାର ୩୮ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ କରିଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ୧୨୩ କୋଟି

୩୯ ଇଞ୍ଚ ୭୩ ହଜାର ଟଙ୍କା ଓଡିଶା କାଳିକା ମିଶନକୁ ଦେଇଛି । ସେଥୁରି ୭୮ କୋଟି ୮୭ ଲକ୍ଷ ୯୧ ହଜାର କୋଟି ଟଙ୍କା ଖର୍ଚ ହୋଇଛି । ସ୍ୱାମୀଙ୍କ ବଳରେ ବଳିୟାନ ହୋଇ ରୂଟିବାରେ ସାହାଯ୍ୟ କରୁଥିଲେ ପତ୍ନୀ ସୁଜାତା । ସରକାରୀ ପଦବୀରେ ରହି ପଦର ଦୂରୁପଯୋଗ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଲମ୍ବା ସମୟ ଧରି ମିଶନ ସଢ଼ି ବିଭାଗର ସଡିବ ଥିବାବେଳେ ବିବାଦରେ ମଧ୍ୟ ରହିଥିରେ ସୂଜାତା । ହେଲେ ମିଶନସଢ଼ିକୁ ବ୍ୟବହାର କରି ବିଜେଡି ବା ଶାସକଦଳ ପାଇଁ କାମ କରୁଥିବା ଅଭିଯୋଗ ମଧ୍ୟ ହେଉଥୁଲା । ପଣିଆନ ଚାକିରି ଛାଡ଼ି ବିଜେଳିରେ ଯୋଗ ଦେଇଥୁଲେ ତେଣୁ ତାଙ୍କ ପତ୍ନୀ ମଧ୍ୟ ଏସଏଚଳି

ଭୟରେ ପାଣ୍ଡିଆନ ଦମ୍ପତି

କରି ଆରେ ବିଜେଳିକୁ ସହଯୋଗ କରୁବା ବିଜେପି ଅଭିଯୋଗ ଆଣିଥିଲା । ରାଜ୍ୟର ତାଙ୍କୁ ବ୍ୟବହାର କରି ଟଙ୍କା ବାଣ୍ଟୁଥିବା କଥା ସାମ୍ନାକୁ ଆସୁଥିଲା । ଆଉ ଏସବୁ ପଛରେ ପ୍ରଚ୍ଛଦ ଭାବେ ସୁଜାତା ଥୁବା କୁହାଯାଉଥିଲା । । ବିଜେଡି ନେତା ଓ ପର୍ଣିଆନଙ୍କ ଭଳି ସୁଜାତାଙ୍କୁ ବି ପାରିଛି ଢେଇ ଯିବା ଭୟ । ଯେଉଁଥିପାଇଁ ଛାନିଆ ହୋଇ ଅବସର ନେଲେ ଆଉ ଏବେ ପାଣ୍ଠି ନେଇ ବିଦେଶ ଯିବାକୁ ଟାକିକି ବସିଛନ୍ତି ପାଣ୍ଡିଆନ ଦମ୍ପତି I କାରଣ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଥିବା ବେଳେ ମୋହନ ସରକାର ମଧ୍ୟ ରିପୋର୍ଟ ଅଡିଟ କରିବାକୁ ଯୋଜନା କଲେଣି I କେତେବେଳେ ବାରିକାଙ୍କ ଭିତରେ ପଶିବାକୁ ପଡ଼ିବ ସେଥ‌ିପାଇଁ ପୂଜା ଭାଜସ୍ୱ ଲୁଟିବା ପରେ ଧରା ପଡ଼ିଯିବା ଭୟରେ ଓଡ଼ିଶା ଛାଡ଼ି ପାଣ୍ଠି ନେଇ ବିଦେଶ ଯିବାକୁ ପୁରା ପ୍ଲାନିଂରେ ଅଛନ୍ତି ସ୍ୱାମୀ ସ୍ତ୍ରୀ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button