Education

ନନ୍ଦପୁର ବ୍ଲକରେ ୧୩୫୫ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ

ନନ୍ଦପୁର ବ୍ଲକ୍‌ରେ ୧୩୫୫ ଛାତ୍ରୀଛାତ୍ର ଡ୍ରପ୍‌ଆଉଟ୍

ନନ୍ଦପୁର /ପାଡ଼ୁଆ,୩୦/୮

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ଏକାକ ଯୋଜନା କରୁଛନ୍ତି। କିନ୍ତୁ କୋରାପୁଟ ଜିଲା ସମେତ ନନ୍ଦପୁର ବ୍ଲକ୍‌ରେ ରେ ଶିକ୍ଷା ବିଭାଗର ସମସ୍ତ ଯୋଜନା ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇ ନ ଥୂବା ଜଣାପଡ଼ିଛି। ବ୍ଲକ ଅଧୀନ ୨୩ ପଞ୍ଚ ଞ୍ଚାୟତରେ ମୋଟ ୧୩୫୫ 88 3 ଜିଲାରେ ମୋଟ ୧୯୫୭୮ଜଣ ୭ରୁ ୧୮ବର୍ଷୀୟ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିଥିବା ସୂଚନା ମିଳିଛି। ଡ୍ରପଆଉଟ୍ ଛାତ୍ରୀଛାତ୍ରଙ୍କ

ସଂଖ୍ୟା ବୃଦ୍ଧି ପାଉଥିବାରୁ ରୁ ଶିକ୍ଷାବିତ୍ ଏହି ଏହାକୁ ଶିକ୍ଷା ବିଭାଗର ବିଫଳତା ବୋଲି କହୁଛନ୍ତି । ଲୋକଙ୍କ ଅଶିକ୍ଷିତତା, ଆର୍ଥକ ସ୍ଥିତି, ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଭିଭୂମି ଓ ଦୂରତା ତା ଯୋଗୁ ଛାତ୍ରୀଛାତ୍ର ଅଧାରୁ ପାଠ ପାଠ ଛାଡ଼ୁଥିବା କହିଛନ୍ତି । ଶିକ୍ଷା ବିଭାଗ, ବଡପ ପଞ୍ଚାୟତ ବ୍ଲକ୍ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ ବ୍ଲକ ଅଧୀନ ११ ପଞ୍ଚାୟତରେ ଶିକ୍ଷା ବିଭାଗ ପକ୍ଷରୁ କରାଯାଇ ଥିବା ସର୍ଭେରେ ଅତଣ୍ଡା ପଞ୍ଚାୟତରେ ୧୧୮, ବାଡେଲ ପଞ୍ଚାୟତରେ ୧୦୯, ବାଲଡ଼ା ୨୪, ୪, ଭେଜା ୧୪, ବିଲାପୁଟ ୭୯, ଚାଟୁଆ ୬୫, ଖ୍ନବ ଖ୍ନବର୍ ୪୭, ଗୋଲୁର ୨୮, ହାତୀବାରି ୯୮, ନନ୍ଦକା ९४१, ନନ୍ଦପୁର

୭୯, ଖୁର୍ଜି ୬୨, ମାଳିବେଲଗାଁ ୫୨, ଥୁବା ୬୨, ରାଇସିଂ ୭୨, କସନ୍ଦି ୫୧, ଖେମୁଣ୍ଡୁଗୁଡା ୨୯, ହିକିମପୁଟ ୬୮, ପାଡୁଆ ୩୯, କୁଲାବିର ୨୭, ପାନ୍ଥଲୁଙ୍ଗ ୩୯, କୁଲାରସିଂ ୨୬ ଓ ପରଜା ବଡପଡ଼ା ପଞ୍ଚାୟତରେ ୧୩ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିଥିବା ଜଣାପଡ଼ିଛି। ସେହିପରି ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ ସମିଳିଗୁଡ଼ା ୪୯୦ ଓ ଅଧୀନ ୨ ବ୍ଲକ୍ ସେମି ପଟ୍ଟାଙ୍ଗି ।ଙ୍ଗି ବ୍ଲକ୍‌ରେ ୧୨୭୯ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିଥିବା ସୂଚନା ମିଳିଛି | ଫ ଫଳରେ ଶିଶୁ ଶ୍ରମି ଶ୍ରମିକଙ୍କ ସଂଖ୍ୟା ବଢୁଛି ବୋଲି ମତ ପ୍ର ପ୍ରକାଶ ହୋଇଛି।

ସମ୍ପର୍କରେ ନନ୍ଦପୁର ବ୍ଲକ ଶିକ୍ଷାକାରୀ ଭବାନୀ ନନ୍ଦନ ପଟ୍ଟନାୟକଙ୍କୁ ପଚାରିବାରୁ ସର୍ଭେ ରିପୋର୍ଟ ଆଧାରରେ ବର୍ତ୍ତମାନ ବ୍ଲକ୍ ଅଞ୍ଚଳରେ ନିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଘର ଘର ବୁଲି ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ସଚେତନ କରୁଥିବା କହିଛନ୍ତି। ନ୍ତି। ଆର୍‌ଟିଇ ନିୟମ ପ୍ରକାରେ ୬୧ ৩৯ ୧୪ ବର୍ଷର ପ୍ର ପିଲାଙ୍କୁ ବୟସ ଅନୁପାତରେ ପୁନଃ ଏଲିମେଣ୍ଟାରି ବିଦ୍ୟାଳୟରେ ପଢ଼ାଇବା ବ୍ୟବସ୍ଥା କରାଯାଉଛି। ୧୫ରୁ ଊର୍ଦ୍ଧ ବର୍ଷୀୟ ପିଲାଙ୍କୁ ଏସ୍‌ଆଇଓଏସ୍‌ରେ ଜଏନ କରାଯାଇ ବିଭାଗ ପ୍ରସ୍ତୁତ ବ୍ରିଜ ପାଠ୍ୟକ୍ରମରେ ସାମିଲ କରିବାକୁ ଚେଷ୍ଟା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ପାଠ ଛାଡି ବିଭିନ୍ନ କାମ କରୁଥିବା ଛାତ୍ରୀଛାତ୍ର।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button