Education

ବାପ ପୁଅ ଯେ।ଡି hydrabad ମ।ର।ଥ।ନ ରେ ବ।ଜିମ।ରିଲେ ।

ବାପ ପୁଅ ଯୋଡ଼ି ହାଇଦ୍ରାବାଦ ମାରଥାନରେ ବାଜିମାରିଲେ ।

ନବରଙ୍ଗପୁର,୨୭/୮ : ନବରଙ୍ଗପୁର ତେନ୍ତୁଳୀ ଖୁଣ୍ଟି / ନବରଙ୍ଗପୁର ଜିଲ୍ଲାର ସୁପରିଚିତ ବରିଷ୍ଠ ମାରାଥନ ଧାବକ ଚିତ୍ତରଞ୍ଜନ ପାତ୍ର ପୁଅ ନିଖୋଲ ପାତ୍ର, ହାଇଦରାବାଦ ଠାରେ ସଦ୍ୟ ସମାପ୍ତ ହୋଇଥିବା ମାରାଥନ ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହ କୃତକାର୍ଯ୍ୟ ହୋଇପାରିଛନ୍ତି। ଏହି ପ୍ରତିଯୋଗିତାରେ । ଚିତ୍ତରଞ୍ଜନ ରଞ୍ଜନ ପାତ୍ର ହାଫ୍ ମାରାଥନରେ ଭାଗ ନେଇଥିବା ବେଳେ ତାଙ୍କ ପୁଅ ନିଖୁଲ ପାତ୍ର ପୂର୍ଣ୍ଣ ମାରାଥନରେ ଭାଗ ନେଇ ସଫଳତାର ସହ ନିର୍ଦ୍ଧାରିତ

ପ୍ରତିଯୋଗିତାରେ ସଫଳତ ଳତା ପାଇବା ଏବଂ ଉତ୍ସାହ ହୋଇ ପାରିଲା ପରେ ପିତାଙ୍କ ପ୍ରେରଣା ଏ ଯୋଗୁଁ ଏହା ସମ୍ଭବ ହେ ବୋଲି ପାତ୍ରଙ୍କ ପୁଅ ନିଖୋଲ ପାତ୍ର କହି ଛନ୍ତି। ପରି ଣତ ଣତ ବୟସରେ ଚିତ୍ତ ରଞ୍ଜ ର ଞ୍ଜନ ପାତ୍ର ଙ୍କ ଏ ଭ ଳି ମାରାଥନ ନରେ ଯୋଗ ଦେବା ସମସ୍ତ ବର୍ଗ ବୟସ ବୟସର ପିଲାମାନଙ୍କ ପାଇଁ ଏକ ପ୍ରେରଣା ବୋଲି କ୍ରୀଡାବିତ୍ ମାନେ ମତ ପ୍ରକ କାଶ କରିଛନ୍ତି I ଏହି ସଫଳତାରେ କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ସମସ୍ତ ସଦସ୍ୟ ଏବଂ ପ୍ରାକ୍ତନ କ୍ରୀଡାବିତ୍ ମାନେ ଶୁଭେଛା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button