ରଇଘର ର ଶିକ୍ଷ। ଅନୁଷ୍ଠାନ ଓ ଗ।ଅଁ। ଗହିଳି ଗଣେଶ ପୂଜ। ଧୂମଧ।ମ ରେ ପ।ଳନ ଓ ପୂଜ। ହେ।ଇଛି
ରାଇଘରରେ ଗଣେଶ ପୂଜା ଧୁମଧାମରେ ପାଳିତ ଶିକ୍ଷାନୁଷ୍ଠାନରୁ ଗାଁଗହଳି ପର୍ଯ୍ୟନ୍ତ ଭକ୍ତିଭାବରେ ପୂଜାର୍ଚ୍ଚନା
ରାଇଘର, ୨୭/୦୮/୨୫ ଅଗଷ୍ଟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଅବସରରେ ରାଇଘର ବ୍ଲକର ବିଭିନ୍ନ ସ୍ଥାନ ସହିତ ବିଦ୍ୟାଳୟ, କଲେଜ ଓ ଗାଁଗହଳିରେ ଧୁମଧାମରେ ଗଣେଶ ପୂଜା ପାଳନ କରାଯାଇ ଯାଇଛି । ବିଦ୍ୟାର ଦେବତା ଭାବେ ପରିଚିତ ଶ୍ରୀଗଣେଶଙ୍କ ପୂଜାରେ ସ୍ଥାନୀୟ ଲୋକମାନେ ଓ ଛାତ୍ର ଛାତ୍ରୀମାନେ ଉତ୍ସାହର ସହଭାଗୀ ହୋଇଥ୍ ଲେ। ଶି କ୍ଷାନୁ ଷ୍ଠାନରେ ପୂଜାର୍ଚ୍ଚ ନା କରିଥିଲେ ରାଇଘର ପଞ୍ଚାୟତ ସମିତି ମହାବିଦ୍ୟାଳୟ ସହିତ ଅଞ୍ଚଳର ବିଭିନ୍ନ କଲେଜ ଓ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି, ପୁଷ୍ପାଞ୍ଜଳି ଓ ନଡ଼ିଆ ବାଡେଇ ମାଧ୍ୟମରେ ଗଣେଶଙ୍କ ପୂଜା କରିଥିଲେ। ତେବେ ଶିକ୍ଷାନୁଷ୍ଠାନ ଠାରୁ ଗାଁଗହଳିରେ ପଯନ୍ତ ଭକ୍ତିଭାବ ହୋଇଥିଲେ।ତେବେ ରାଇଘର ବ୍ଲକର ମହଣ୍ଡ ଡିଏନକେରେ ବି ଗଜାନନଙ୍କ ପୂଜା ବିଶେଷ ଆଡ଼ମ୍ବରରେ ପାଳନ ହୋଇଥିଲା। ସାନ-ଝିଆ, ବୃଦ୍ଧ-ବୃଦ୍ଧା ସମସ୍ତେ ମୋହଣ୍ଡ ଡିଏନକେର ଲୋକ ଭାଗ ନେ ନେଇଥିଲେ। ମୋହଣ୍ଡ ଡିଏନକେ ଲୋକଙ୍କ କହିବା ଗଣେଶଙ୍କ ପୂଜା କଲେ ସମସ୍ତ ବିଘ୍ନ
ବାଧ୍ୟ ଦୂର ହୋଇ ସଫଳତା ଲାଭ ହୁଏ ବୋଲି ବିଶ୍ଵାସ କରନ୍ତି ।