Education

ଝରିଗ। ର କୋଣେ ଅନୁକୋଣେ ଗଣେଷ ପୂଜା ପାଳନ ହେ।ଇଛି

ଝରିଗାଁର କୋଣେ ଅନୁକୋଣେ ଗଣେଶ ଚତୁର୍ଥୀ ପାଳିତ

ଝରିଗାଁ , ୨୭/୦୮-ଆଜି ଭାଦ୍ରବ ମାସର ଚତୁର୍ଥୀ ତିଥ୍ ହୋଇଥିବାରୁ ଭାରତ ବର୍ଷର କୋଣେ ଅନୁକୋଣେ ହିନ୍ଦୁ ଧର୍ମାବଳମ୍ବିମାନଙ୍କ ଦ୍ଵାରା ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚନା ବେଶ ଧୁମଧାମରେ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କୋଣେ ଅନୁକୋଣେ ଗଣପତି ବାପା ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ଦେଖୁବାକୁ ମିଲିଛି ।ହିନ୍ଦୁଶାସ୍ତ୍ର ଅନୁସାରେ, ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟା, ବୁଦ୍ଧି ଓ ରିଦ୍ଧିସିଦ୍ଧି ପ୍ରଦାୟକ ଏବଂ ବିଘ୍ନ ବିନାଶକ ଠାକୁର ଅଟନ୍ତି ।ତା ତାଙ୍କ ପୂଜା କଲେ ବିଦ୍ୟା, ବୁଦ୍ଧି ଓ ରିଦ୍ଧିସିଦ୍ଧି ପ୍ରାପ୍ତି ହୋଇଥାଏ ।ସେ ପୁଣି ଅଗ୍ର ପୂଜ୍ୟ ଠାକୁର ଅଟନ୍ତି ।ଯେ ।ଯେ କୌଣସି କୈ ଦେବାଦ୍ଵୀଙ୍କ ପୂଜାର୍ଚନା ପୂର୍ବରୁ ପ୍ରଥମେ ମେ ଶ୍ରୀ ଗଣେଶଙ୍କ ପୂଜା କରିବା ବିଧାନ ରହିଛି । ପୁଣି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଗଣେଶ ପୂଜା ଠାରୁ ପାର୍ବଣ ଋତୁର ପ୍ରାରମ୍ଭ ହୋଇଥାଏ ।ତେଣୁ ହିନ୍ଦୁମାନେ ଶ୍ରୀଗଣେଶ ଙ୍କ ପୂଜାର୍ଚନା ବେଶ ଧୁମଧାମରେ ପାଳନ କରି ନରିଥାନ୍ତି ଆଜି ଶ୍ରୀ ଗଣେଶଙ୍କ ପୂଜା ପାଇଁ ଝରିଗାଁ ଅଞ୍ଚଳ ଉଠୁଛି ପଡୁଛି ।ବ୍ଲକର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ଗ୍ରାମେ ଗ୍ରାମେ ଯୁବକମାନେ ଚାନ୍ଦା ଆଦାୟ କରି ଗଣେଶ ପୂଜାର ଆୟୋଜନ କରିଥିବା ଦେଖୁବାକୁ ମିଲିଛି ।ଗ୍ରାମାଞ୍ଚଳରେ କେଉଁଠି ୫ଟି ମଣ୍ଡ ମଣ୍ଡପରେ 1 ଗଣେଶ ପୂଜା ପାଉଛନ୍ତି ତ ଆଉ କେଉଁଠି ୩ଟି ମଣ୍ଡପରେ ଶ୍ରୀ ଗଣେଶଙ୍କୁ ପୂଜା ପାଉ ପାଉଥିବା ଦେଖୁ ଦଖୁବାକୁ ମିଲିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଅତି ଲୋଭନୀୟ ପୂଜା ମଣ୍ଡପ ଓ ମନୋହର ତୋରଣ ସବୁ ନିର୍ମିତ ହୋଇଛି ।ତତ ସହିତ ମାଇକ, ଡିଜେ, ବ୍ୟାଣ୍ଡପାର୍ଟିର ମଧ୍ଯ ଆୟୋଜନ କରାଯାଇଛି । କିଛି କିଛି ସ୍ଥାନରେ ମନେ ନୋରଞ୍ଜନ ପାଇଁ ମେଲୋଡିର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ମିଲିଛି ଲିଛି । କେଉଁ ମଣ୍ଡପ ରେ ରେ ଗଣପତି ୯ ଦିନ ଧରି ପୂଜା ପାଇବେ ତ ଆଉ କିଛି ମଣ୍ଡପରେ ୧୫ରୁ ୨୧ଧରି ଧରି ପୂଜା ପୂ ପାଇବେ ବୋଲି ସୂଚନା ମିଲିଛି । ପୂଜାକୁ । ନେଇ ଗ୍ରାମାଞ୍ଚଳରେ ର ବେଶ ଗହଳ ଚହଳ ଲାଗି ରହିଛି । ମାଇକ ଓ ଡିଜେ ର ର ଶବ୍ଦରେ କମ୍ପି ପଡ଼ ପଡ଼ୁଛି ଗ୍ରାମାଞ୍ଚଳ। ପ୍ରତି ଗ୍ରାମ ମାନଙ୍କରେ ଶାନ୍ତି ଶୃଙ୍ଖଳିତ ଭାବେ ପ୍ରଭୁ ଗ ଗଜାନନ ନନଙ୍କ ପୂଜାର୍ଚନା ଚାଲିଥୁବା ସୂଚନା ରହିଛି।ସେ ଯାହା ହେଉନା କାହିଁକି ବିଭିନ୍ନ ସମୟରେ ପାଳିତ ହେଉଥ‌ିବା ଏହି ପର୍ବପର୍ବାଣି ଅଂଚଳବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁବା ସହିତ ଭାଇଚାରା ରକ୍ଷା କରିବାରେ ବେଶ ସହା ହାୟକ ହୋଇଆସିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button