Education

ଭ।ଲୁ ଆକ୍ରମଣ ରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନବରଙ୍ଗପୁର/ନନ୍ଦାହାଣ୍ଡି, 27/8:

ଜଙ୍ଗଲକୁ ଛତୁ ଓ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡ଼ା ପଞ୍ଚାୟତ ଅଧୀନସ୍ଥ ଚିଲିଗୁଡା ଗ୍ରାମର ରଘୁନାଥ ଗୌଡ଼ (୫୦) ବୋଲି ଜଣ।ପଡିଛି ।

ସୂଚନା ଅନୁଯାୟୀ, ଚିଲିଗୁଡ଼ା ଗ୍ରାମର ରଘୁନାଥ ଗୌଡ଼ ମଙ୍ଗଳବାର ଭୋରରେ ଗ୍ରାମ ଉପକଣ୍ଠରେ ଥିବା ଜଙ୍ଗଲକୁ ଛତୁ ଓ କରଡ଼ି ସଂଗ୍ରହ କରିବାକୁ ଯାଇଥିଲେ । ବାଉଁଶବୁଦା ଭିତରେ କରଡ଼ି କାଟୁଥିବା ବେଳେ ଗୋଟିଏ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ

ରଘୁନାଥ ଭାଲୁ ହଠାତ ରଘୁନାଥଙ୍କୁ ଆକ୍ରମଣ କରିଥିଲା | ରଘୁନାଥ କୌଣସି ପ୍ରକାରେ ଭାଲୁ କବଳରୁ ମୁକୁଳି ଘରକୁ ଫେରି ଆସିଥିଲେ | ଭାଲୁ ଆକ୍ରମଣରେ ହାତ ଓ ପିଠିରେ ଆଘାତ ଲାଗିଥିବାରୁ ପରିବାର ଲୋକ ଅଟୋ ଯୋଗେ ରଘୁନାଥଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ର ଘୁ ନ । । ଥ ଥ ଙ୍କ ସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଖବର ପାଇ ନବର ରଙ୍ଗପୁର ସମେତ ଗୋପୀନା ନାଥ ସାହୁ, ବନପାଳ ରିତେଶ , ସୁ ନବରଙ୍ଗପ ନବରଙ୍ଗପୁର ବନପାଳ ଲକିରାମ ଲକିରାମ ମାଝି, ବନ ନରକ୍ଷୀ ସ୍ନିଗ୍ଧା ବେହେରା, ପରେଶ ଶ ବିଷୋୟୀଙ୍କ ସମେ ୱାଇଲଡ ଲାଇପ୍ କର୍ମ କର୍ମଚାରୀ ଘଟଣାସ୍ଥଳ ସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ସୁରକ୍ଷା ଦେବା ଉ ଉଦ୍ଦେଶ୍ୟରେ ଭାଲୁର ଗତିବିଧ‌ି ଉପରେ ନଜର ର ରଖିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button