Education

ଅବକାରୀ ନୀରିକ୍ଷକ ଦିଲୀପ କୁମାର ରଥ ଙ୍କ ତତ୍ପ।ବ୍ୟଧାନରେ ଛ ଅ ଅଭିଯୁକ୍ତ ଙ୍କୁ ଗିରଫ

ଅବକାରି ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ତତ୍ତ୍ବାବଧ।ନରେ ୬ ଅଭିଯୁକ୍ତକୁ ଗିରଫ

ନବରଙ୍ଗପୁର: ଅବକାରି ଅଧକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରି ନିରିକ୍ଷକ ଦିଲ୍ଲୀପ କୁମାର ରଥଙ୍କ ତତ୍ବାବଧା ନ ରେ ବିଭାଗିୟ କର୍ମଚାରୀ ମାନଙ୍କ ସହ ତଥା ନବରଙ୍ଗପୁର ଅବକାରୀ ଥାନା ଅଧୂକାରୀ, ବିଙ୍ଗରାଜ ଦାମୀ ଓ ଅବକାରୀ ସହ ଉପ ନିରୀକ୍ଷକ କିଲାଡ଼ା ଭାସ୍କର ଓ ତାଙ୍କ କର୍ମଚାରି ମାନଙ୍କ ସହ ତଥା ପାପଡ଼ାହାଣ୍ଡି ଅବକାରୀ ଥାନା କର୍ମଚାରି ମାନଙ୍କ ସହ, ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ

ଚଢାଉ କରି ୬ ଜଣ ପୁରୁଷ,

୨୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ, ଗରମ ପୋଚ ୨୫ ଲିଟର ଓ ୧୦୦ ଲିଟର ପୋଚ ଓ ମଦ ରନ୍ଧା ସରଞ୍ଜାମ ଜବତ କରାଗଲା ।

ଅଭି ମାଝୀ ଆସାମୀ ନିକଟରୁ ୨୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା,

ଆସାମୀ ରୁପୁ ବିଶୋଇ ନିକଟରୁ ୨୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ, ଓ ୧୫୦ ଲିଟର ମଦ ରାନ୍ଧିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ପୋଚ ଜବତ କରାଗଲା ।

ଆସାମୀ ଶଙ୍କର ବିଶୋଇ ନିକଟରୁ Kumar Panda รวม กด 6 ୨୫ ଲିଟର ବୋରା ମହ ରନ୍ଧା

ନିମନ୍ତେ ପ୍ରସ୍ତୁତ ହୋଇ ଥିବା ପୋଚ ଜବତ କରାଗଲା ।

ଆସାମୀ ଟଙ୍କ ବଣୁଆ ନିକଟରୁ ୧୮ ଲିଟର ଚୋରା ଦେଶୀ ହାତରନ୍ଧା ପାଇଁ ମଦ ଜବତ କରା ଗଲା।

ଆସାମୀ କବିରାଜ ଭତରା ନିକଟରୁ ୧୭ ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଗଲା।

ଆସାମୀ ମାନକୁ ମାନ୍ୟବର ଙ୍କ ଅଦାଲତ ରେ ହାଜର କରାଗଲା। ଏହି ଚଢ଼ାଉ ରେ ରାଞ୍ଜି ଜନୀ, ରେଶମା ସୁନା, ସୁଧାଂସୁ ଶେଖର ବାଘ, ଅକ୍ରମ୍ ଖାନ୍, ସଦାଶିବ ଭତରା, ଉମେଶ ସହଯୋଗ କରି ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button