ରାୟଗଡା ରେ 54, 348 ହିତାଧିକାରୀଙ୍କ ହେଇନି ଇ-କେୱ।ଇସି ତିନି ମ।ସ ହେଲ। ମିଳୁନି ପିଡିଏସ ଚ।ଉଳ
ରାୟଗଡ଼ାରେ ୫୪,୩୪୮ ହିତାଧୁକାରୀଙ୍କ ହୋଇନି ଇ-କେୱାଇସି
୩ ମାସ ହେଲା ମିଳୁନି ପିଡିଏସ୍ ଚାଉଳ
ରାୟଗଡ଼ା,ତ।26/8
ରାୟଗଡ଼ା ଜିଲ୍ଲାରେ ବଞ୍ଚୁ ଥାଉ ହିତାଧୁକାରୀଙ୍କୁ ମାରିଦେଲା ଇ-କେୱାଇସି। ଇ-କେୱାଇସି ହୋଇ ନପାରିବାରୁ ତିନି ମାସ ହେଲା ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସରକାରଙ୍କ ପିଡିଏସ୍ ଚାଉଳ ବନ୍ଦ ହୋଇଯାଇଛି। ପରିଣତ ବୟସରେ ମୁଠେ ଦାନା ପାଇଁ ସମ୍ପର୍କୀୟଙ୍କ ଉପରେ ଆଶା କରିବାକୁ ପଡ଼ୁଛି ତ ଆଉ କେତେ ଜଣଙ୍କୁ ଉପାସରେ ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇ-କେୱାଇସି ହୋଇ ନପାରିବାରୁ ବିକଳ୍ପ ବ୍ୟବସ୍ଥା ନକରି ସରକାର ଗାସନ କାର୍ଡରୁ ହିତାଧୁକାରୀଙ୍କ ନାଁ କାଟି ଦେଇଛନ୍ତି । ବର୍ତ୍ତମାନ ସେମାନେ ବଞ୍ଚିବେ କେମିତି ? ଗୁହାରି କରିବେ କାହାକୁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଖବର ନେବାରେ ଜଣାପଡ଼ିଛି, ରାୟଗଡ଼ା ବ୍ଲକ ୩ ନମ୍ବର ୱାର୍ଡ ଝୋଲା ସାହିରେ ରହୁଥିବା ୮୦ ବର୍ଷୀୟା ମାଣିକ ବିଡି଼କା ସାମୀ ମରିଯିବା ପରେ ଏବେ ଏକୁଟିଆ । ପ୍ରତିମାସରେ ସେ ମୁଣ୍ଡପିଛା ୫ କେଳି ଚାଉଳ ପାଉଥିଲେ । ହେଲେ ବୟସ ଅଧିକ ହେବା କାରଣରୁ ତାଙ୍କର ଆଙ୍ଗୁଠି ପ୍ରିଣ୍ଟିଂ ହେ ହେଉ ନଥିବା ବେଳେ ଆଖ୍ ସ୍କାନ ହୋଇପାରୁନି । ଫଳରେ ଇ-କେୱାସି ହୋଇ ନପାରିବାରୁ ଦୀର୍ଘ ୩ ମାସ ହେଲାଣି ପିଡିଏସ୍ ଚାଉଳ ପାଇପାରୁ ନାହାନ୍ତି । ମୁଠେ ଖାଇବା ପାଇଁ ସେ ସମ୍ପର୍କୀୟଙ୍କ ଉପରେ ନିର୍ଭର କରୁଛନ୍ତି । ଠିକ ସେହିପରି ରାୟଗଡ଼ା ସଦର ପୌରାଞ୍ଚଳର ୧୪ ନମ୍ବର ୱାର୍ଡ ଚେକାଗୁଡ଼ାରେ ରହନ୍ତି ୭୩ ବଷୀୟା ପାଡ଼ି ନାରାୟଣାଆମା । ସାମୀଙ୍କ ମୃତ୍ୟୁ ପରେ ସେ
ପୂରା ଏକା ବୟସ ହୋଇଯାଇ ଥିବାରୁ ଆଙ୍ଗୁଠି ଛାପ ହେଉନଥିବାବେଳେ ଆଖି ସ୍କାନ ହୋଇପାରୁନି । ଫଳରେ ଇ-କେୱାଇସି ହୋଇ ନପାରିବାରୁ ଗତ ୩ ମାସ ହେଲାଣି ମିଳୁଥିବା ୫ କେଜି ପିଡିଏସ୍ ଚାଉଳ ଆଉ ମିଳୁନାହିଁ । ସମ୍ପର୍କୀୟଙ୍କ ଉପରେ ନିର୍ଭର କରି ପଡ଼ି ରହିଛନ୍ତି । ଇ-କେୱାଇସି କରିବା ପାଇଁ ବୁଲି ବୁଲି ସବୁଠାରୁ
ନିରାଶ ହେବା ପରେ ଶେଷରେ ପରିଣତ ବୟସରେ ରେ ସେ ଭାଗ୍ୟକୁ ଆଦରି ପଢିରହିଛନ୍ତି । ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ ଦାନା ସଦୃଶ । ଏପରି ଅନେକ ହିତାଧିକାରୀ ଜିଲ୍ଲାରେ ରହିଛନ୍ତି, ଯିଏକି ଲୋକଲୋଚନକୁ ଆସିପାରୁ ନାହାନ୍ତି ।
ପୌରାଞ୍ଚଳରେ ରହୁଥିବା ଆଦିବାସୀ ମହିଳା ଶାଇଲୁ ମେଣିଆକା, ପାଡ଼ି ଜ୍ୟୋତି ଦୋରା ଚାଉଳ ପାଉନଥିବା ଅଭିଯେ ଭିଯୋଗ କରିଛନ୍ତି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ଜିଲ୍ଲାରେ ୫୪,୩୪୮ ଜଣ ହିଁ ଚାଧିକାରୀ ନି ନିଜର ଇ-କେୱାଇସି
କରିନଥିବା ବେଳେ ୪୨,୫୬୪ ଜଣ ହିତାଧିକାରୀଙ୍କ ନାଁକୁ ଅଯୋଗ୍ୟ ଦର୍ଶାଇ କାଟି ଦିଆଯାଇଛି । ବିଷମକଟକ ବ୍ଳକରେ ସର୍ବାଧିକ ସରକାରୀ କର୍ମଚାରୀ ଓ ଆୟକରଦାତା ଜାଲ ପ୍ରମାଣପତ୍ର ଦେଇ ରାସନକାର୍ଡ ହାତେଇଥିବା ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ମିଶାଇ ୬,୫୮୭ ଜଣ ହିତାଧିକାରୀଙ୍କୁ ଜାଟି ଦିଆଯାଇଥିବା ବେଳେ
୩,୪୮୦ ଜଣ । ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ନିଜର ଇ-କେୱାଇସି କରିନାହାନ୍ତି। ସେହିପରି କାଶୀପୁର ବ୍ଲକରେ ୩,୯୦୧ ଜଣ କଟିଥିବା ବେଳେ ୧୧, ୧୯୨ ଜଣ ଇ-କେୱାଇସି କରିନା କରିନାହାନ୍ତି । ଗୁଣୁପୁର ବ୍ଳକରେ ୪,୩୩୮ ଜଣ କଟିଥିବା ବେଳେ ୩, ୩,୯୬୮ ଜଣ ଇ-କେୱାଇସି କରିନାହାନ୍ତି । ରାୟଗଡ଼ା ବ୍ଳକରେ ୬,୨୧୬ ଜଣ କଟିଥିବା ବେଳେ ୬,୪୦୨ ଜଣ ଇ-କେୱାଇସି କରିନାହାନ୍ତି । ରାୟଗଡ଼ା ପୌରାଞ୍ଚଳରୁ ୨, ୬୫୯ ଜଣ କଟିଥିବା ବେଳେ ୧,୫୨୬ ଜଣ ଇ-କେୱାଇସି କରିନାହାନ୍ତି । ମୁନିଗଡ଼ା ବ୍ଳକରୁ ୩,୯୬୮
ଜଣ ) କଟିଥିବା କଟିଥିବା ବେଳେ ବେ ୫, ୧୮୬ ଜଣ ଇ-କେୱାଇସି କରିନାହାନ୍ତି । କୋଲୋନରା ବ୍ଳକରୁ ୩.୧୦୪ ଜଣ କଟିଥିବା ବେଳେ ୩,୮୩୦ ଜ ଜଣ ଇ-କେୱାଇସି କରିନାହାନ୍ତି । ରାମନା ନାଗୁଡ଼ା ବ୍ଳକରୁ -ভ୪, ୮୨୯ ଜଣ କଟିଥିବା ୨,୨୮୬ ଜଣ ଇ-କେୱାଇସି କରିନାହାନ୍ତି। କଲ୍ୟାଣସିଂହପୁର ବ୍ଳକରୁ ୨,୪୪୬ ଜଣ କଟିଥିବ ଥିବା ବେଳେ ୨,୯୦୩ ଜଣ ଇ-କେଓ୍ୱାଇସି କରିନାହାନ୍ତି। ଗୁଡ଼ାରୀ ଗୀ ବ୍ଳକରୁ ୩୮୪ ଜଣ କଟିଥିବା ବେଳେ ୨,୫୬୧ ୬୧ ଜଣ ଇ-ୱାଇସି କରିନାହାନ୍ତି । ଚନ୍ଦ୍ରପୁର ବ୍ଳକରୁ ୧,୫୮୫ ଜଣ କଟିଥିବା ୩,୬୬୧ ଜଣ ଇ ଇ-କେଓ୍ୱାଇସି କରିନାହାନ୍ତି । ଗୁଡ଼ାରୀ ଏନ୍ଏସିରେ ୧୨ ଜଣ କଟିଥିବା ବେଳେ ୧୧୩ ଜଣ କେୱାଇସି କରିନାହାନ୍ତି । ଗୁଣୁପୁର ଏନ୍ଏସିରେ ୮୩୨ ଜଣ କଟିଥିବା ବେଳେ ୭୩୮ ଜଣ ଇ-କେୱାଇସି କରିନାହାନ୍ତି 1 । ପଦ୍ମପୁର ବ୍ଳକରେ ୧,୭୦୩ ଜଣ କଟିଥିବା ବେଳେ ୧,୭୨୫ ଜଣ ହିତାଧିକାରି ନିଜର ଇ- ଇ-କେୱାଇସି କରିନାହାନ୍ତି । ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ହିତାଧିକାରୀଙ୍କୁ ଚାଉଳ ଯୋଗାଇଦେବାକୁ କୁ ଦାବି କରିବେ ବୋଲି ଜୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି । ଅପର ପକ୍ଷରେ ବିଭିନ୍ନ ସ୍ଥାନରେ ଆଧାର କାର୍ଡ କ୍ୟାମ୍ପ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ରମେଶ କୁମାର ଜେନା ଓ ଜିଲ୍ଲା ମୁଖ୍ୟ ଯୋଗାଣ କାରୀ ଦାସରଥି ଶୋରେନ ସୂଚନା ଦେଇଛନ୍ତି ।