Education

ବ।ଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଝରିଗାଁ,25/8-ବାଇକ ବ୍ୟକ୍ତିଙ୍କ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିବା ସୂଚନା ମିଲିଛି । ସୂଚନା ପ୍ରକାରେ, ନବରଙ୍ଗପୁର ପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମର ଜୟମନ ଭତରା, ମଙ୍ଗରୁ ଭିତରା ଦୁଃର୍ଜନ ଭତ ଭତରା ଏକ ବାଇକ ବସି ଦେଉଳକୋଣା ହାଟକୁ ଯାଉଥିଲେ ।ଯିବା ସମୟରେ କନ୍ଦଗୁଡା ନିକଟରେ ଭାରସାମ ମ୍ୟ ହରେଇ ବାଇକଟି ରାସ୍ତା ପିଟିହେବା ଫଳରେ ତିନି ବାଇକ ଆରୋହୀ ରାସ୍ତାରେ ରେ ସୂଚନା ଦେବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ତରାଙ୍କୁ ମୃତ ଘୋଷଣା ପାର୍ଶ୍ବରେ ଥ‌ିବା ଥୁବା ଏକ ଗଛରେ ପିଟିହେବ ଛିଟିକି ପଡିଥ୍‌ଳେ ପଡିଥିଲେ ।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଘଟଣା ସମ୍ପର୍କ ଘଟଣା ସ୍ଥଳ ଳରେ ଆମ୍ବୁଲାନ୍ସ ପହଂଚି ତିନିଜଣ ବ୍ୟକ୍ତିଙ୍କୁ ଝରିଗାଁ ଗୋଷ୍ଠୀ ନେଇ ଭର୍ତି କରାଯାଇଥ୍ ଇଥିଲା Iହେଲେ ଡାକ୍ତର ଜୟମନ ଭିତରା କରିଥୁବା ସୂଚନା ମିଲିଛି । ଅପରପକ୍ଷେ ମଙ୍ଗରୁ ଭତରା ଅତ୍ୟନ୍ ଅତ୍ୟନ୍ତ ଗୁରୁତର ଥିବାରୁ ତାକୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି କରାଯାଇ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ର ଆଇଆଇସି ପ୍ରଦୀପ କୁମାର ଶବର ମେଡିକାଲରେ ପହଂଚି ଶବ ଜବତ ବତ କରି ଥାନାରେ ଏକ ମାମଲା ରୁଜୁ କରିଥୁବା ସୂଚନା ମିଲିଛି |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button