Education

ମୁଖ୍ୟମନ୍ତ୍ରୀ ଙ୍କ ବସସେବ। ରୁଟ ମ୍ୟାପ୍ ନେଇ ଅସନ୍ତୋଷ

ମୁଖ୍ୟମନ୍ତ୍ରୀ ବସ୍‌ସେବା ରୁଟ୍ ମ୍ୟାପ୍‌କୁ ନେଇ ଅସନ୍ତୋଷ

ତେନ୍ତୁଳିଖୁଣ୍ଟି,24/8 ଆଭ୍ୟନ୍ତର ଅଞ୍ଚଳରୁ ବ୍ଲକ୍ ମୁଖ୍ୟାଳୟକୁ

ଯୋଗାଯୋଗ ସୁବିଧା କରାଇବାକୁ ମୁଖ୍ୟମନ୍ତ୍ରୀ । (ଲକ୍ଷ୍ମୀ) ବସ୍ ସେବା ଆରମ୍ଭ ହୋଇଥିଲା। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଇ ପୂଜାରିଗୁଡ଼ା ପଞ୍ଚାୟତକୁ ଏହାର ବିଶେଷ ସୁବିଧା ଙ୍କ ମିଳୁନାହିଁ। ଏହି ବ୍ଲକ୍‌ରେ ବସ୍‌ର ରୁଟ୍ ମ୍ୟାପ୍‌କୁ ଇ ନେଇ ଲୋକେ ଅସନ୍ତୋଷବ୍ୟକ୍ତ କରୁଛନ୍ତି। ଯେଉଁ ମହତ ଉଦ୍ଦେଶ୍ୟ ରଖ୍ ରାଜ୍ୟ ସରକାର ଳ ଆର୍ଥକ ଲାଭ ନ ଦେଖ୍ ବସ୍ ସେବା ଯୋଗାଇ ” ଦେଇଛନ୍ତି ତାହା ପୂରଣ ହେଉନାହିଁ ବୋଲି ଲି ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତବାସୀ । ଅଭିଯୋଗ କରିଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ୨ ଗୋଟି ଲକ୍ଷ୍ମୀ

ବସ୍ ଚଳାଚଳ କରୁଛି। କିନ୍ତୁ ବହୁ ଆଭ୍ୟନ୍ତର ଅଞ୍ଚଳକୁ ବସ୍ ସେବା ପହଞ୍ଚୁପାରିନାହିଁ। ଏହାଦ୍ବାରା ଛାତ୍ରୀଛାତ୍ରଙ୍କୁ ସ୍କୁଲ, କଲେଜ ଯିବାକୁ ୭/୮ କିଲୋମିଟର ଚାଲିଚାଲି ପ୍ରତ୍ୟେକ ଦିନ

ବସ୍ ଚଳାଚଳ ଦାବିକଲେ ପୂଜାରିଗୁଡ଼ା ପଞ୍ଚାୟତ ଆଭ୍ୟନ୍ତର ଗ୍ରାପବାସୀ

ଯାଉଥିବା ଦେଖୁବାକୁ ମିଳୁଛି। ଦୈନିକ ଜୀବନଯାପନ, କୃଷିଜାତ ସାମଗ୍ରୀ କ୍ରୟବିକ୍ରୟ, ବ୍ଲକ୍, ତହସିଲକୁ କୌଣସି କାମ อเ คย ଚାଲି ଚାଲି କିମ୍ବା ଅଟୋ ରିକ୍ସାରେ ଯାଇ ଖର୍ଗନ୍ତ ହେଉଛନ୍ତି ହେ । ପୂଜାରିଗୁଡ଼ା ପଞ୍ଚାୟତର ଢାକୁଲଗୁଡ଼ା, କାଦମାଲି, ଡଙ୍ଗରିଗୁଡ଼ା, ବଗେଇପଦର, ଝଲାଗୁଡ଼ା, ସି ସିନାଗୁଡ଼ା, ଖୁଣ୍ଟିପଦର, କାନ୍ଦ୍ରାଗୁଡ଼ା, ନୂଆଗୁଡ଼ା, କପାଟସିଲ, ଦଶା ଗୁଡ଼ା ଗ୍ରାମକୁ କୁ ବସ୍ ବସ୍ ସେବା ସେବା ଯୋଗାଇବା ପାଇଁ ଦାବି ହୋଇଛି। ସରପଞ୍ଚ ଅନାଦି ମାଝୀ ମାଝୀଙ୍କ ସମେତ ବନମାଳୀ ଜାନୀ, ତୁକୁ ଶାନ୍ତା, ଲିଟୁ ଖୁରା, ହେବଲ୍ ପ୍ରକାଶ କର୍କରା, ହାନେଶ୍ ସୁନା, ସଦା ଜା ଜାନୀ, ନରୀ ସାନ୍ତା, ଧନ ସାନ୍ତା, ଲଚିନ୍ଦ୍ର ସାନ୍ତା, ସୁଧାକର ସାନ୍ତା ପ୍ରମୁଖ ବିଧାୟକ ଗୌରୀଶଙ୍କ ଶଙ୍କର ମାଝୀ ଏବଂ ଜିନ ଜିଲାପାଳ ଡ. ଡ ମହେଶ୍ବର ସ୍ବାଇଁଙ୍କୁ ଦାବ ଜଣାଇଛନ୍ତି । ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ଓ ବିଧାୟକ ପ୍ରତିଶ୍ରୁତି ଦେଇଥ‌ିବା ସୂଚନା ମିଳିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button