ଆଜି ବଳିଦ।ନ ଦିବସରେ ଶହୀଦଙ୍କୁ ଶ୍ରଦାଞ୍ଜଳି
ପାପଡାହାଣ୍ଡି ରକ୍ତତୀର୍ଥ
ଆଜି ବଳିଦାନ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ
ନବରଙ୍ଗପୁର, ତା:24/8
ଭାରତ ସ୍ବାଧୀନତା ସଂଗ୍ରାମ ଇତିହାସରେ କଳଙ୍କିତ ପୃଷ୍ଠା ପାପଡାହାଣ୍ଡି ଗୁଳିକାଣ୍ଡ ଥୁଲା ବ୍ରିଟିଶ ସରକାରଙ୍କ ଲୋମହର୍ଷଣ ନରସଂହାର। ଅହିଂସା ଆନ୍ଦୋଳନ ଚଳାଇଥୁବା ସଂଗ୍ରାମୀମାନଙ୍କୁ ଗୋରା ପୋଲିସ ଆଖିବୁଜା ଗୁଳିଚାଳନା କରିଥୁଳ । ଆନ୍ଦୋଳନ ସ୍ଥଳରେ ଟଳି ପଡିଥୂଳେ ନିରୀହ ସଂଗ୍ରାମୀ। ଆନ୍ଦୋଳନସ୍ଥଳ ରକ୍ତରଞ୍ଜିତ ହେବା ସହ ରନ୍ଧ ପାଲଟିଥିଲା ପାପଡାହାଣ୍ଡି ଅମାନୁଷିକ ନରସଂହାର ଜାଲିଆନାୱି କୁହାଯାଉଥିବା ଆନାୱାଲାବାଗ ରକ୍ତତୀର୍ଥ ହତ୍ୟାକାଣ୍ଡ ପୂବା ବେଳେ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ପ୍ରାଣବଳୀ ଦେଇଥିବା ଏ ମାଟିର ୧୯ ଜଣ ବରପୁତ୍ରଙ୍କୁ ଦେଶବାସୀ ସଲାମ କରୁଥିବା ବେଳେ ଆଜିବି ଏହି ମହାମନିଷୀଙ୍କୁ ଝୁରି ଝୁରି ହେଉଛି ଗାଁ ମାଟି। ରବିବାର ପାପଡାହାଣ୍ଡି ଗୁଳିକାଣ୍ଡ ଦିବସ ପାଳନ ଅବସରରେ ଶହୀଦମାନଙ୍କ ଉଦ୍ଦେଶ୍ୟରେ ତୀଳ ତର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା, ଶହୀଦ ମାନଙ୍କ ଦାୟଦମାନଙ୍କୁ ସମ୍ବନ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଅଗଷ୍ଟ ୨୪ ତାରିଖରେ ପାପଡାହାଣ୍ଡି ତୂରୀନଦୀ କାଠପୋଲ ନିକଟରେ ଶହ ଶହ ସଂଗ୍ରାମୀ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିବା ସହ ଥାନା ଘେରାଉ ଉଦ୍ଦେଶ୍ୟରେ ଅଗ୍ରସର ହେଉଥିଲେ। ତତ୍କାଳୀନ ବ୍ରିଟିଶ ପୋଲିସ ଇନ୍ସପେକ୍ଟର ରାମକୃଷ୍ଣ ରାଓ ନାଇଡୁଙ୍କ ନିର୍ଦ୍ଦେଶରେ ନିରୀହ ଶୋଭାଯାତ୍ରାକାରୀଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥୁଲା ପୋଲିସ। ଘଟଣାସ୍ଥଳରେ ୧୯ ଜଣ ଟଳିପଡିଥିବା ବେଳେ ସରକାରୀ ତଥ୍ୟ ଅନୁଯାୟୀ ୩୧ଜଣ ବୀରଗତି ପ୍ରାପ୍ତ ହୋଇଥିଲେ। ଘଟଣାସ୍ଥଳରେ ମୃତ ମାଟିର ସୁପୁତ୍ର ଗୋଡ, ମଙ୍ଗୁରୁ ଭିତରା, ସହଦେବ ପୂଜାରୀ, ଜଗନ୍ନାଥ ଅମନାତ୍ୟ, ବୁହୁ ପୂଜାରୀ, ଖଗପତି ଅମନାତ୍ୟ, ଶୁକ୍ର ମୁହୁଲି, ରତନ ରନ୍ଧାରୀ, ବୁକୁ ଭିତରା, ବଳ ସଭରା ସହ ରତରା, ଶ୍ୟାମସୁନ୍ଦର ଗୋଡ ଓ ବସ୍ତରଆ ଭିତରା ରହିଥିଲେ। –ତାଥ ପାପଡାହାଣ୍ଡିରେ ଶହୀଦ ମିଳାର ନିର୍ମାଣ ସହ ପ୍ରତିବର୍ଷ ୨୪ ତାରିଖ ବଳିଦାନ ଦିବସରେ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ଏହ୍ଲାଦଙ୍କ ମଧ୍ୟରେ ଭଗବାନ ଭତରା, ପରମାନନ୍ଦ ସୌରା, ଆନନ୍ଦ
ଦିନବନ୍ଧୁ ଜାନୀ, ଘାସି ଜାନୀ, ରାମଚନ୍ଦ୍ର ଅମମତ୍ୟ, ଭରତ