Education

ବିକ୍ରମଦେବ ବିଶ୍ୱବିଦ୍ୟାଳୟର syndicate ସଦସ୍ୟ ହେଲେ ଡକ୍ଟର ବିପିନ ବିହାରି ମିଶ୍ର

ବିକ୍ରମଦେବ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ହେଲେ ଡା.ବିପିନ ବିହାରୀ ମିଶ୍ର

ନବରଙ୍ଗପୁର, 23/8: ଅବିଭକ୍ତ କୋରାପୁଟ ଜିଲ୍ଲାର ଆୟୁର୍ବେଦ

ଡାକ୍ତର ବିପିନ ବିହାରୀ ମିଶ୍ରଙ୍କୁ ଜୟପୁର ବିକ୍ରମଦେବ ବିଶ୍ଵବିଦ୍ୟାଳୟର ପ୍ରଥମ ସିଣ୍ଡିକେଟ୍ ସଦସ୍ୟ ଭାବେ ଚୟନ କରାଯାଇଛି। ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀରୁ ଅବସର ନେବା ସହିତ ଆରଏସଏସ ଏବଂ ଶିଶୁ ମନ୍ଦିରର ବିଭିନ୍ନ ଦାୟିତ୍ବରେ ଡା. ମିଶ୍ର ରହିଆସିଛନ୍ତି। ଡାକ୍ତର ମିଶ୍ର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଓ ଏହା ଅଧିନରେ ଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ଏବଂ ଛାତ୍ରଙ୍କ ସାଂସ୍କୃତିକ ବିଚାରବୋଧ ବୋଧକୁ କିପରି ସୁଦୃଢ଼ କରିହେବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button