ଟ୍ରେନ ରୁ ପଡି ଗୁରୁତର ଶ୍ରମିକଙ୍କ ଚିକିତ୍ସାର ବ।ଧିକ ସ।ଜିଛି ଅର୍ଥ ସାହାଯ୍ୟ ପ।ଇ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ
ଟ୍ରେନରୁ ପଡି ଗୁରୁତର ଶ୍ରମିକଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ
ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ରାଜନଗର, 23/8:
ରାଜ୍ୟରେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଯୁବକ ଯୁଗ୍ମ ଯୁବତୀମାନେ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ସେଠାରେ ନିର୍ଯ୍ୟାତନା ପାଇବା ସହ ସହ ଦୁର୍ଘଟଣାର ଶିକାର ହେବା ପରେ ଅକ କାଳରେ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଥିଲେ ଥିଲେ ମଧ୍ୟ ଦାଦନ ଦୁଃଖ ଦୂର ହେବାର ନାଁ ଧରୁନି । । ରାଜନଗ ଗର ବ୍ଲକ ଭିତର ଭିତରଗଡ ପଚଂୟତ ବିଷ୍ଣୁପଡା ଗ୍ରାମର ଅଭାବୀ ପରିବାର ଅରୁଣ ଚଣ୍ଡ( ଣ୍ଡ(୩୨) । ଗାଁରେ କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାଙ୍ଗାଲୋର ଚାଲି ଯାଇଥିଲେ । ସେଠାରେ କାମ କରୁଥିଲେ । କାମ ସାରି ରି ଲୋକାଲ ଲୋକ ଟ୍ରେନରେ ବୁଧବାର ରାତି ପ୍ରାୟ ୭ଟା ସମୟରେ ରହୁଥିବା ଘରକୁ ଫେରୁଥିଲେ । । ଟ୍ରେନରୁ ନରୁ ଓହ୍ଲାଇବା ସମୟରେ ଗୋଡ ଖସି ଯାଇଥିଲା । ଭାରସାମ୍ୟ ହରାଇ ସେ ତଳେ ତ ପଡି ଯାଇଥିଲେ । ତାଙ୍କର ଡାହାଣଗୋଡ ଜଙ୍ଘ ପର୍ଯ୍ୟନ୍ତ ଛେଚି ହୋଇଯାଇଛି । ଏପରିକି ବାମ ଗୋଡର ପାଦ ସଂପୂର୍ଣ୍ଣ ଛେଚି ହୋଇଯିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଛି । ପୋଲିସ ସେଠାରୁ ଉଦ୍ଧାର କରି ନିକଟସ୍ଥ ଘରୋଇ ଚିକିତ୍ସାଳୟରେ ଭର୍ତି କରି ରିଥିଲା । ପରେ ରାଜାଜି ନ ନଗରରେ ଥିବା ଇଏସଆଇ ହସ୍ପିଟାଲରେ ଭର୍ତି କରାଯାଇଛି । ଡାହାଣ ଗୋଡ ନଷ୍ଟ ହୋଇଯାଇଥିବାରୁ ଗୋଡକୁ ଡାକ୍ତର କାଟି ଦେଇଛନ୍ତି । ଚିକିତ୍ସା ପାଇଁ ଅର୍ଥର ଅଭାବ ଦେଖାଦେ ଦେଇଛି । ଅପରପକ୍ଷରେ ଘରେ ସ୍ତ୍ରୀ ଓ のののの ପିଲା ଅଛନ୍ତି । ଜମିବାଡି ବୋଲି କିଛି ନାହିଁ । ପରି ପରିବାରର ଏକମାତ୍ର ରୋଜଗାରକ୍ଷମ ଗାରକ୍ଷମ ବ୍ୟକ୍ତି ଥିଲେ ଅରୁଣ । ଅରୁଣଙ୍କ ଏପରି ଅବସ୍ଥାରେ ଚିକିତ୍ସା କେମିତି ହେବ ? କେଉଁଠୁ ଟଙ୍କା ଆସିବ ? ସେହି ଚିନ୍ତାରେ ପରିବାର ଘାରି ହେଉଛନ୍ତି । ଏଖବର ଜଣାପଡିବା ପରେ ସ୍ଥାନୀୟ ଠାରେ କିଛି କଟୁ ମହାସ୍ଥ୍ୟ କରିଥିଲେ ତାଙ୍କ ସ୍ତ୍ରୀ ଓ ଗାଁ ଲୋକେ ମୁଖ୍ୟମନ୍ତ୍ରୀ ମୋହନଚ ଚରଣ ମାଝି ଅରୁଣଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।