Education

ନବ।ନବାନ୍ନ ନିମନ୍ତେ ବୈଠକ

ନବାନ୍ନ ନିମନ୍ତେ ବୈଠକ

ଉମରକୋଟ, 23/8: ଚଳିତ ମାସ ୨୮/୦୮/୨୦୨୫ତାରିଖରେ ନବାନ୍ନ

ବାବା ଭୈରବ ଓ ଚାଉରିଆ ମନ୍ଦିରରେ ନବାନ୍ନ ଅନୁଷ୍ଟିତ ହେବ, ଉକ୍ତ ଦିନରେ ହୀରାପୁର , ପରିଆ ଓ ବୋରିଗା ମୁଥ ୯୩ ଗ୍ରାମର ରଇତ ଭଗତମାନେ ଯୋଗଦେବାର ଯୋଜନା କରାଯାଇଛି !ପୂର୍ବାହ୍ନ ୧୦ ଘଂଟିକା ସମୟରେ ନବାନ୍ନ ଅନୁଷ୍ଟିତ ହେବ, ଆଜି ପୋଡ଼ାଗଡ ସିଂହାସନ ମାଟି ମନ୍ଦିର ରେ ବାଲ୍ ପାଡନି ପୂଜା ଅନୁଷ୍ଟିତ ହୋଇ ଯାଇଛି ଏହି ଅବସରରେ ସ୍ଥାୟୀ ସଭାପତି ଉଦ୍ଧବ ଚରଣ ନାୟକ ସଂପାଦକ ପୁରୁଷୋତ୍ତମ ଭତ୍ରା ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା , ମାଟି ପୂଜାରୀ ନାରାୟଣ ପୂଜାରୀ, କୃଷ୍ଣ ପୂଜାରୀ ଚଉରିଆ ପୂଜାରୀ, ଭୈରବ ମନ୍ଦିର ପୂଜାରୀ ବିଞ୍ଜଲ୍ ପୂଜାରୀ ଦେବ ପୂଜାରୀ ଈଶ୍ୱର ମାଝୀ, ସୁଜ୍ମନ୍ ପୂଜାରୀ ପର୍ଗଣିଅ ଶିଆ ମାଝୀ ମହେନ୍ଦ୍ର ମାଝୀ , ଲଛିନ୍ଧର ପୂଜାରୀ ଯୋଗଦେଇ ଉକ୍ତ ବାଲ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button