କୋରାପୁଟ ପୌର ପରିଷଦ ତରଫରୁ ସଚେତନତ। କାର୍ଯ୍ୟକ୍ରମ।
କୋରାପୁଟ ପୌର ପରିଷଦ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଜୟପୁର,23/8- ନିଖୁଳ ଭାରତ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ କୋରାପୁଟ ପୌର ପରିଷଦ ତରଫରୁ ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲ ଥୁଲା ।
ଚଳାଇବା, ୪ ଚକିଆ ଗାଡ଼ି ଚଳାଇବା ବେଳେ ସଦା ସର୍ବଦା ସିଟ ବେଲ୍ଟ ପିନ୍ଧିବା ପାଇଁ ସଚେତନତା କରାଯାଇଥିଲା। ଯେଉଁ ମାନେ ସିଟ ବେଲ୍ଟ ଓ ହେଲମେଟ ନ ପିନ୍ଧି
ନିୟୁତ ଭାରତ ସାୟତ୍ତ ଶାସନ ଦିବସ – ୨୦୧୫ (®)
ପୌର ପରିଷଦ, କୋରାପୁଟ
ସଡ଼କ ସୁରକ୍ଷା ଅଭିଯାନ
ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ରେ ପୌର ପରିଷଦ ର ଉପାଧ୍ଯକ୍ଷା ସବିତା ପଣ୍ଡା ଙ୍କ ସମେତ ମତ କାଉସିଲର ମାନେ ଉପସ୍ଥିତ ଥିଲେ । ହାତରେ ପ୍ଲା ଫ୍ଲାଗ କାର୍ଡ ଧରି ଟ୍ରାଫିକ ଛକ ରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା ନିହାତି ଆବଶ୍ୟକ ତା ସହିତ ବାଇକ ରେ ୩ ଜଣ ଯାତ୍ରା ନ କରିବା ସବୁ ବେଳେ ଟ୍ରାଫିକ ନିୟମ ମାନି ଗାଡ଼ି
ଗାଡ଼ି ଚଳାଉ ଥିଲେ ସେମାନଙ୍କୁ ଚକଲେଟ ଦେଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୌର ପରିସର ର କାଉସିଲର ସନ୍ଧ୍ୟାରାଣୀ ଜେନା, ମଲେଶ୍ଵର ରାଓ, ରାଓ, ଗୁପ୍ତେଶ୍ଵର ରାଓ, ଚନ୍ଦ୍ର ପ୍ରଭା ହିଆଲ, ମଧୁସୂଦନ ମାଝୀ, କ ଝୀ, କାଦମ୍ବିନୀ ସେଠି, ดูช ଖେମୁଣ୍ଡୁ, ପ୍ରଫୁଲ୍ଲ ମହାପାତ୍ର, ରବି ପରଜ ଜା କମଳା ନାୟକ, ପଦ୍ମା ମୁଦୁଲି, ରଶ୍ମିତା ନାୟକ ଙ୍କ ସମେ ସମେତ ଅନ୍ୟାନ କାଉସିଲର ଉପସ୍ଥିତ ଥିଲେ।