ପ୍ରଥମ ରୁ ଯୁକ୍ତ 2 ଯ।ଏ ମ।ଗଣ।ରେ ଛାତ୍ର ଛାତ୍ରୀ ଙ୍କୁ ବସ ସେବ। ,ୟୁନିଫର୍ମ ଓ ଆଇ କାର୍ଡ ଦେଖ।ଇ ଯାଇ ପ।ରିବେ
ପ୍ରଥମରୁ ଯୁକ୍ତ ୨ ଯାଏଁ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବ।, ୟୁର୍ନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ଯାଇପାରିବେ ।
ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ସେବା
ଭୁବନେଶ୍ବର, 23/8: ଏଣିକି ଛାତ୍ରଛାତ୍ରୀ ମାନେ
ମାଗଣାରେ ଯିବା ଆସିବା କରିବେ । ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ
ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବ କରିବେ । ଯିବା ଆସିବା ସମୟରେ ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ମାଗଣାରେ ଯାଇପାରିବେ ଛାତ୍ରଛାତ୍ରୀ ଗୁରୁବାର — ବସିଥିବା ବୈଠକରେ ନିଷ୍ପତ୍ତ ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନଥୁବା ସ୍ବୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭିତ୍ତିଭୂମି ଉନ୍ନତି ପାଇଁ ସରକାର ଗୁରୁତ୍ଵ ଦେବେ । ଆଗାମୀ ଦିନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା ହୋଇଛି । ଯେଉଁଠି ଅବ୍ୟବସ୍ଥା ରହିଛି ଅତିରିକୁ ଘର ନିର୍ମାଣ ସହ ମରାମତି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନଥୁବା ସ୍ବୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭିତ୍ତିଭୂମି ଉନ୍ନତି ପାଇଁ ସରକାର ଗୁରୁତ୍ଵ ଦେବେ । ଆଗାମୀ ଦିନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା ହୋଇଛି । ଯେଉଁଠି ଅବ୍ୟବସ୍ଥା ରହିଛି ଅତିରିକୁ ଘର ନିର୍ମାଣ ସହ ମରାମତି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।