Education

ଗୋଟିଏ ବୋର୍ଡ, ଦଶମ ଯ।ଏ ମ।ଗଣ। ବହି

ଗୋଟିଏ ବୋର୍ଡ, ଦଶମ ଯାଏ ମାଗଣା ବହି

ସୃଷ୍ଟି ହେବ ୪୦ ହଜାର ନୂଆ ଶିକ୍ଷକ ପଦବି

ଭୂବନେଶ୍ବର,ସୁଦୃଢ ଓ ଉନ୍ନତ କରିବା ପାଇଁ ରାଜ୍ୟରେ (ଏ) ଓ ରଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ )କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରଯିତ । ଏତିକି ନୁହେଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଟଣା ପାଠ୍ୟପୁସ୍ତ ମୁଖ୍ୟ ଏହି ନିଷ୍ପତି ନେଇଛନ୍ତି!

ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଅସଙ୍ଗ ୩ ବର୍ଷରେ ୪୪ ହଜାର ୪୩୩ଟି ପ୍ରଥମିକ ଶିକ୍ଷକ ପଦରେ ନିଯୁକ୍ତି ଦିଆଯିବ। ଏଥିରୁ to କଳାର ନୂଆ ଶିକ୍ଷକ ପଦତି ସୃଷ୍ଟି କରାଯିବ। ସେହିପରି ନିଯୁକ୍ତ ମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବାକୁ ପଦକ୍ଷେପ ଗ୍ରହଣ କରଯିବ। ରାଜ୍ୟରେ ବର୍ତ୍ତମାନ ୪୫ ହଜାର ୨୯୨ଟି ପ୍ରାଥମିକ ସ୍ଫୁକରେ ୧ କକ୍ଷ ୬୦ ହଜାର ୩୯୯ଟି

ଅନୁଯାୟୀ ଆଉ ୩୯ ହଜାର ୩e 100 ସୃଷ୍ଟି କରାଯିବ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଖାଲି ହେବାକୁ ଥିବା ୫ ହଜାର ୬୭ଟି ପଦଦିକୁ ମିଶା ଆସ ୩ ବର୍ଷରେ ୪୪ କଳାର ୪୩୩ଟି ପଦନା ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ବର୍ଷକୁ ପ୍ରାୟ ୧୫ ପଦବୀ ପୂରଣ କରଯିବ କହିଛନ୍ତି।

ଗୁଣାତ୍ମକ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପଭି

୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ପ୍ରାଥମିକ ଶିକ୍ଷକ

ନିୟମିତ ହେବେ ସ୍କମାଟିକ୍ ଶିକ୍ଷକ

। ହଷ୍ଟେଲ୍‌ରେ ନିଯୁକ୍ତ ହେବେ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ

। କୋରାପୁଟରେ ପ୍ରତିଷ୍ଠା ହେବ ବହୁଭାଷୀ ଶିକ୍ଷା କେନ୍ଦ୍ର

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପଠ୍ୟପୁଗନ ଦିଆଯାଉଥିବା ବେଳେ ଅନୁଭୂତିତ ଜ।ତି ଓ ଜନଜାତି ବର୍ଗର ସଦମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମରଣା ବହି ଦିଆଯାଇଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯିଏ ମଗଣରେ ପାଠ୍ୟପୁସ୍ତକ ଦିଆଯିବ ।

ଯେ, କଷ୍ଟକରେ ରହୁଥିବା ପିଲାଙ୍କ ପାଇଁ ପିଲାଙ୍କ ପାଇଁ ଜଣେ ଏଏମ୍ ବା ବହୁମୁଖୀ

ନୂତନ କେସରକାରୀ ବିଦ୍ୟାଳୟ

ଅନୁ ମୋଚନ ବ୍ୟବସ୍ଥା ଅନ, ଲ।ଇନ, ପୂସାରେ କରାଯିବ। ଆଦିବାସୀ ଗୁରୁତ୍ବ ଦିଆଯିତ । ଏନ୍‌ସି ଏଇଟିଆଇଟିଆଇ ସହଯୋଗରେ କୋରାପୁଟରେ ଏକ ବନ୍ଧୁଭାଷା ଶିକ୍ଷା ଢେରୁ ପ୍ରତିଷ୍ଠା ହେବ । ଭିନ୍ନକ୍ଷମ ପିଲାଙ୍କ ଅକ୍ଷା ପାଇଁ ନିୟମିତ ଶିକ୍ଷକ (ଯେଉଁ ଅଞ୍ଚଳ Pre Sce) ce quere କିସୋର୍ଟ ପର୍ବନ ଭାବେ ନିଯୁକ୍ତି ଦିଆଯିବ।

ଏଥିସହ ଏନ୍‌ସି ଆଉଟି ଢାଞ୍ଚାରେ ଏସ୍‌ ସିଇଆରଟିକୁ ବିକଶିତ କରାଯିବ। ପଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ ସଂସ୍କାର ଗୃହୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିତ ମନୋଜ ଆହୁକା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସହିତ ଶାତ ମିଶ୍ର, ଅର୍ଥ ବିଭାଗ ସଚିବ ସମ୍ଭାଦ ମିଶ୍ର, ଗଣଶିକ୍ଷା ବିଭାଗ ସଳିକ ଶାଳିନୀ ପଣ୍ଡିତ, ସେପା ନିର୍ଦ୍ଦେଶିକା ଅନନ୍ୟା ଦାଗ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button