Education

ବୋ ଇପ।ରିଗୁଡ। ଲ୍ୟାମ୍ପ ରୈ ତ।ଲ। ଦେଲେ ଗ୍ରାମବାସୀ

ବୃହଦାକାର ବନ୍ଧୁ ମୁଖୀ ସମବାୟ ସମିତି

ବୈପାରୀ ଗୁଡ଼ା ଲମମ RK-390/61, PATE-15.07.11

ବୈପାରିଗୁଡା ଲାମ୍ପରେ ତାଲା ଚୂଙ୍କିଲେ ଚାଷୀ

କୋରାପୁଟ, ବୈପାରିଗୁଡା ବ୍ଳକର ଚାଷୀମାନେ ୟୁଗିଆ ସାର ଅଭାବ ଏବଂ କଳାବଜାରୀକୁ ନେଇ ବୈପାରିଗୁଡା କ୍ୟାମ୍ପରେ ଡାଲା ଠୁଙ୍କିଛପି । ଜିଲ୍ଲାର ଚାଷୀମାନେ ଧାନ ଫସଲ ଅମଳ → କରିବାଠାରୁ ଧାନ ସଂଗ୍ରହ କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଖଡିଫ୍ ଏବଂ ରବି ଋତୁରେ ବର୍ଷରେ ଦୁଇଥର ଧାନ ଫସଲ ହୋଇଥାଏ । କେତୋଟି ବ୍ଳକକୁ ଛାଡ଼ିଦେଲେ ପ୍ରାୟତଃ ଅଧୁore କୂଳରେ ଉଳି ଏବଂ ଖରିଫ୍ ରେ ଧାନ ଚାଷ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଖରିଫ ଚାଷ ପାଇଁ ଚାଷୀ ହରସର ହେଉଛନ୍ତି । ୟୁଜିଆ ସାର ଅଭାବକୁ ନେଇ ବୈପାରିଗୁଡା ବ୍ଲକର ଚାଷୀ ଏକକୂଟ ଢେଇ ଆଜି କାମରେ ତାଲା ପୂଝିବାକୁ ବାଧ୍ୟ ହୋଇଛନ୍ତି। ଚାଷୀଙ୍କ କହିବା ଅନୁସାରେ ସରକାର ପର୍ଯ୍ୟନ୍ତ ପରିମାଣରେ ସାର ଯୋଗାଇନାହାନ୍ତି । ଚାଷୀଙ୍କୁ କେବଳ ୨ ପ୍ୟାକେଟ ଗୁଡିଆ ସାଇ ଦିଆଯାଉଛି । ଏପରି ସ୍ଥିତିରେ ସାର ଅଭାବକୁ ନେଇ କଳାବଜାରୀ କରୁଛନ୍ତି କୋରାପୁଟ ଜିଲ୍ଲାର ବ୍ୟବସାୟୀ, ସକାରଙ୍କ ତରଫରୁ ଗୁଠିଆ ସାରର ଦର ୨୬୬ଟଙ୍କା ୫୦ ପଇକା ରହିଥିବାବେଳେ ତାହା ଏବେ ଡବାଦରରେ ଚାଷୀ ୫ ଶବ୍ଦରୁ ୬ ଶବ୍ଦ ଟଙ୍କାରେ କୃୟ କରୁଛନ୍ତି। କଳାବଜାରୀ କରି ବ୍ୟବସାୟୀମାନେ ମାଳେମାତ୍ର ହେଉଛନ୍ତି । ସେପଟେ ସାର ନ

ପକାଇରେ ଧାନ ଫସକ ନଷ୍ଟ ହୋଇଯିବା ଭୟରେ ଚାଷୀ ଅଧ‌ିକ ଟଙ୍କାରେ ଗାର କିଣିବାକୁ ବାଧ୍ୟ ହେଉଛନ୍ତି । ବୈପାରିଗୁଡ଼ା ବ୍ଲକର ଚାଷୀଙ୍କୁ ଗୋଟିଏ ଆଧାରକାର୍ଡକୁ ଗୋଟିଏ ବସ୍ଥା ସାର ସାଇ ଦେଉଥିବା ଲ୍ୟାମ୍ପସ୍ ବିରୋଧରେ ଅଭିଯୋଗ କରିଛନ୍ତି ଭାଷା । ସରକାରୀ ନିୟମ ପ୍ରକାରେ ଧାନ ରୋଇବାର ୨୧ ଦିନ ପରେ ଜମିରେ ସାର ପକେଇବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସାଇ ଦିଆଯାଇନାହିଁ । ଗୋଟିଏ ଆଧାରକାର୍ଟରେ ଯଦି ଗୋଟିଏ ବକ୍ତା ସାର ଦିଆଯିବ ତେବେ ୧୦ ଏକର ଜମି ଚାଷ କରୁଥିବା ଚାଷୀ ଗୋଟିଏ ଦୟା ନେଇ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଚାଷ । ଜୟ ଯବାନ ଜୟ କିଷାନ ସ୍ଲୋମାନ ବଣ୍ଟନ କରାନଯାଏ ତେବେ ଯେପରି ଭାବେ ଆଜି କମ୍ପରେ ତାଲା ପକାଇଲା ସେହିପରି ଭାବେ ଆଗାମୀ ଦିନରେ ରାଜଭାଷାକୁ ଅସୁବେ ବୋଲି ଚାଞ୍ଚ ଦେତାବନୀ ଦେଇଛନ୍ତି । ଲ୍ୟାମ୍ପରେ ତାଲା ପୂରିବାବେଳେ କାମ ପରିଚାଳନ ଅନୁପସ୍ଥିତ ରହିଥ‌ିବାବେଳେ ବୈପାରିଗୁଡ଼ା ଜୁନ୍ ଅଧ୍ୟକ୍ଷ ପୁର୍ଣିମା ବାରିକ, ସରପଞ୍ଚ ସୂର୍ଯ୍ୟମଣି ନାୟକ, ପୂର୍ବତନ ସରପଞ୍ଚ ଭାଗୀରଥ ମୂର୍ତିଆ, ବିଶ୍ବଳିତ ନାୟକ, କିଶୋର ଦେହେତା, ଅଶୋକ ଦାସ ଏବଂ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button