ନଭେମ୍ବର ରୁ ଆରମ୍ଭ ହେବ ପି ଏମ ଆବ।ସ ଗୃହ ଯୋଜନା ବଣ୍ଟନ ପ୍ରକିୟା
ନଭେମ୍ବରରୁ ଆରମ୍ଭ ହେବ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା , ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର, 23/8 : ଖୁବ ଶୀଘ୍ର ପିଏମ୍ ଆବାସ ଯୋଜନାରେ ହିତାଧ୍କାରୀଙ୍କୁ ଘର ମିଳିବ । ନଭେମ୍ବର ମାସରୁ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଭାଗ ହୋଇଥ୍ ବା ଓ ଭି ନ୍ନ କ୍ଷ ମ ହିତାଧୂକାରୀଙ୍କୁ ବି ଏହି ଏହି ଯୋଜନା ମାଧ୍ୟମରେ ଘ ଘର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟାଯିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ ୩ୟ କ୍ରମେ ସମସ୍ତ ହିତାଧ୍କାରୀଙ୍କୁ ଘର ମିଳିବ । ଏହି ଯୋଜ ପାଜନା ମାଧ୍ୟମରେ ଘରେ ଖଣ୍ଡିଏ ପାଇଁ ଆଶା ରଖୁଥୁବା ହିତାଧୁକାରୀଙ୍କୁ ସରକାର ଘର ଦେବେ ।ପୂର୍ବରୁ ପିଏମ୍ ଆବାସ ର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ରାଜ୍ୟ ସରକାର MONA 2268 ି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ । ଏନେଇ ପରମିଟ୍ ପରମିଟ୍ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ବାଲି ଉଠାଣ ପାଇଁ ଦ୍ବାରୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ । ଘର ତିଆରି ପାଇଁ
ବ।ଲି ମିଳୁନଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।