Education

ଏନଏସି ମାନ୍ୟତା ଦାବିରେ ଆଜି ବୋରିଗୁମ। ବନ୍ଦ ଡ।କର। ଓ ସମର୍ଥନ ଜଣ।ଇଲ। ବିଜେଡି ଓ କଂଗ୍ରେସ

ଏନଏସି ମାନ୍ୟତା ଦାବି ରେ ବୋରିଗୁମ୍ମା ବନ୍ଦ ଡାକରା ସମର୍ଥନ ଜଣାଇଲା ବିଜେଡ଼ି ଓ କଂଗ୍ରେସ

ଜୟପୁର 22/8; ରାଜ୍ୟରେ ୧୨ ଟି ଏନଏସି ଘୋଷଣା କରାଯାଇଛି ଇଛି। ଏହି ଘୋଷଣା ରେ ବୋରିଗୁମ୍ମା କୁ ବାଦ ଦିଆଯାଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା କୁ ଏନଏସି ଘୋଷଣା କରିବା ବୋରିଗୁମ୍ମା ବାସୀ ବହୁ ବର୍ଷ ରୁ ଦାବି କରି ଆସୁଛନ୍ତି। ତତ୍କାଳୀନ ବିଜେଡ଼ି ସରକାର ଙ୍କ ସମୟରେ ବୋରିଗୁମ୍ମା କୁ ଏନ ନଏସି ମାନ୍ୟତା ଦେବା ପାଇଁ ସରକାରୀ ଭାବେ ଘୋଷଣା କରିଥିଲେ। ସରକାର ପରିବର୍ତନ ହେବା ହେବା ପରେ ରାଜ୍ୟରେ ୧୨ ଟି ଏନଏସି ଘୋଷଣା କରାଯାଇଛି। ସେଥ୍ରୁ ବୋରିଗୁମ୍ମା କୁ ବାଦ ଦିଆ ଯାଇଛି। ବୋରିଗୁମ୍ମା ବାସୀ ଏବେ ଆନ୍ଦୋଳନ କୁ ଓଲ୍‌ହାଇଲେଣି। ବୋରିଗୁମ୍ମା ବାସୀଙ୍କ ତରଫରୁ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ଏହି ବନ୍ଦ ଡାକରା ଡାବ କୁ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରୁଛି। ଓଡିଶା ର ବୋରିଗୁମ୍ମା ବ୍ଳକ ହେଉଛି ସର୍ବ ବୃହତ ବ୍ଲକ ଭାବେ ପରିଚିତ। ଏହି ବ୍ଲକ ରେ ୩୨ ରୁ ଉଦ୍ଧ ପଞ୍ଚାୟତ ଥିବା ବେଳେ ବୋରିଗୁମ୍ମା ବେ ରେ ୧୮ ହଜାର ଭୋଟର ରହିଛନ୍ତି। । ରାଜ୍ୟ ସରକାର ବୋରିଗୁମ୍ମା କୁ ଏନଏସି ମାନ୍ୟତା ନ ଦେବା ଦୁଃଖର ବିଷୟ ।

ଏନଏସି ମାନ୍ୟତା ଦାବି ନେଇ ବୋରିଗୁମ୍ମା ବାସୀ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ କୁ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରୁଛି। ଏହି ବନ୍ଦ ବେଳେ ଜରୁରୀ କାଳୀନ ସେବା କୁ ଛାଡି ଦେଲେ ସବୁ ଦୋକାନ ବଢ଼ାର ଗାଡ଼ି ଚଳାଚଳ ସବୁ ବନ୍ଦ ରହିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button