Education
ଟ୍ରେନ ଯାତ୍ରୀ ଲଗେଜ ବ୍ଯ।ଗ ଉପରେ ଲ।ଗିବ କଟକଣ।
ଟ୍ରେନ୍ ଯାତ୍ରୀଙ୍କ ଲଗେଜ୍ ବ୍ୟାଗ ଉପରେ ଆସିବ ନୂଆ କଟକଣା
ଭୁବନେଶ୍ବର, ୨୧/୮ : ଟ୍ରେନ୍ ଯାତ୍ରୀଙ୍କ ଲଗେଜ୍ ବ୍ୟାଗ ଉପରେ ନୂ ଆ କ ଟ କ ଣା କରି ବାକୁ ଯାଉଛି ବିଭାଗ। ଅଧୂକ ଓଜନିଆ ବ୍ୟାଗ୍ ନେଇପାରି ବେ ନାହିଁ ଯାତ୍ରୀ । କାଟାଗୋରି ପ୍ରସ୍ତୁତ କରିଛି ବିଭାଗ। ଯାତ୍ରୀ ମାନେ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଯେହେତୁ ରେଲୱେ ଉପରେ ରାଜ୍ୟ ଓ ରାଜ୍ୟ ବାହାରର
ଲୋକ ନିର୍ଭର କରନ୍ତି । ତେଣୁ ବିଭାଗ ସେମାନଙ୍କ ପାଇଁ ସୁବିଧା କରି ଛି। ଲଗେଜ୍ ଉପରେ କଟକଣା ରହିଲେ ଯାତ୍ରା ଆରାମଦାୟ ହେବ, ବେଶୀ ଭି ଡ ହେବ ନାହିଁ । ସୁବି ଧାରେ ଲୋକେ ବସିପାରିବେ । ବ୍ୟସ୍ତ ବହୁଳ ହୋ ଇ ଜି ନି ଷ ର ଖ୍ ଲା ବେଳେ ଅନେକ ଥର ସାମାନ୍ୟ ଦୁର୍ଘଟଣାରୁ ବର୍ଷି ପାରି ବେ।