Education

ଭେଲୋରସ୍ଥିତ ଖ୍ରୀଷ୍ଟିୟାନ ମେଡ଼ିକାଲ କଲେଜରେ ଡାକ୍ତରୀ ପଢ଼ିବେ କଲ୍ୟାଣୀ

କୋଷା ଗୁମୁଡା ,22/8 : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ଆଟିଗାଁ ପଞ୍ଚାୟତର ଗୋଟିବେଡା ଗ୍ରାମର ଚିତ୍ତ ରଞ୍ଜନ ଗୌଡ଼ ও ତନୁଜା ଝିଅ ସୁଶ୍ରୀ କଲ୍ଯାଣି ଗୌଡ଼ ତାମିଲ ନାଡୁ ର ଭେଲୋରସ୍ଥିତ ଖ୍ରୀଷ୍ଟିୟନ ମେଡ଼ିକ।ଲ କଲେଜରେ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେ ଆଟିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଦୟାଳୁ ଗୌଡ଼ଙ୍କ ନାତୁଣୀ କେଲ୍ୟାଣୀଣ୍ଡିଆ ପବ୍ଲିକ ସ୍କୁଲରେ ମ୍ୟାଟ୍ରିକ ପରୀକ୍ଷାରେ ଶତକଡା ୯୧ ପ୍ରତିଶତ ଭାଗ ମାର୍କ ରଖୂଥିଲେ ।

+୨ ପରୀକ୍ଷାରେ ଶତକଡା ୯୦ ପ୍ରତିଶତ ମାର୍କ ଆଣି ପାସ୍‌ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button