ଲୋକ ସମ୍ପର୍କ ଭବନରେ ଗୁରୁତ୍ୱପୂର୍ଣ ବୈଠକ
ଲୋକସେବା ଭବନରେ ଗୁରୁତ୍ୱପୂର୍ଣ ବୈଠକ
ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ୍ ଭଲ୍ୟୁଣ୍ଟିୟର୍
ତୃଣମୂଳ ସ୍ତରରେ ମହିଳାଙ୍କୁ ଆଇନ୍ ସଚେତନ କରିବେ
ପୀଡ଼ିତାଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ସହାଯ୍ୟ କରିବେ
ସମସ୍ୟାକୁ ଥାନା ଏବଂ କୋର୍ଟ ଯାଏଁ ପହଞ୍ଚାଇବେ
ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ୍ କରାଯିବ
ସାଧାରଣ ଓ ଜନଜାତି ପରିବାରକୁ ଗୁରୁତ୍ବ
ଭୁବନେଶ୍ୱର,21/8: ତୃଣମୂଳ ସ୍ତରରେ ମଳିକାଙ୍କୁ ଆଇନଗତ ସାକ୍ଷରତା, ସଚେତନତା ଓ ସହୟତା ଦିଗରେ ଗୁରୁତ୍ୱ ଦେଉଛତି ସରକାର। ଏଥି ପାଇଁ ପ୍ରତି ପଞ୍ଚୟତରେ ନିଯୁକ୍ତ ହେବେ ପାରା ଲିଗାଲ ଇକ୍ଷ୍ୟଶ୍ଚିୟର୍ । ସେମାନେ ମହିଳାଙ୍କୁ ଟିଏନ୍ଏସ୍ ଓ ଡିଏନ୍ଏସ୍ଏସ୍ ଭଳି ଆଇନ ସମ୍ପର୍କରେ ସଚେତନ କରିବେ ।
କୌଣସି ମହିଳା ନିର୍ଯତନାର ଶିକାର ହେଲେ ପ୍ରଥମେ ପାରା ଲିଗର ଉଲ୍ୟୁୟର୍ଙ୍କୁ ଜଣାଇବେ । ସେମାନେ ପୀଡ଼ିତାଙ୍କୁ ପାରମିକ ନ୍ୟାୟିକ ପ୍ରକ୍ରିୟା ଓ ପରବର୍ତ୍ତୀ ନାୟିକ ଦିଗ ନେଇ ସାହାଯ୍ୟ କରିବେ । ଏନେଇ ଲୋକସେବା ଭବନରେ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥୁରାଜ କରିବେନ ।
ମନ୍ତ୍ରୀ ଆହୁରି କହିଛତି ଯେ, ତୃଣମୂଳ
ଉପରେ ପୀଡ଼ିତାଙ୍କ ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ ପାଠ ଲିଗଲ ଭଲ୍ୟୁସନ୍ । ନୂଆ ପଦଟି ଜନି ଏହାକୁ ସୃଷ୍ଟି କରାଯିବ । ମହିଳାଙ୍କୁ ସେମାନଙ୍କ ଅଧିକାର ବାବଦରେ ସଚେଚନ କରାଯିବ । ଗାଁର ସାଧାରଣ ଓ ଜନଜାତି ପରିବାରଙ୍କୁ ନାୟିକ ଅଧୁକର ପାଇଁ ଗୁରୁତ୍ବ ଦିଆଯିବ। ଏଥିରେ ଅଙ୍ଗନବାଡ଼ି ସର୍ମୀଙ୍କୁ ସମିଲ୍ କରାଯିବ । ଆଗାମୀ ଦିନରେ ଏହି
କର୍ଯ୍ୟକ୍ରମ ସହ ପାଞ୍ଚୟତିରାଜ ଓ ଅନୁସୂଚିତ ଜାତି ଲୋକସେବା ଜୀବନରେ ଆଇନ ବିଭାଗର ସମ୍ଭାବନୀ କକ୍ଷରେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠଳରେ ମହିଳମାନେ ନିର୍ଯତନାର ଶିକାର ହେଲେ କାହାକୁ ଜଣାଇବେ? ତୃଣମୁଳ ସ୍ତରରେ ମହିଳାଙ୍କୁ ଆଇନଗତ ଦିଗ ନେଇ ପରମର୍ଥ କିଏ ଦେବ? କେଉଁଠିକୁ ଗଲେ ସମସ୍ୟାର ସମାଧାନ ହେବ? ଏସବୁ ଦିଗରେ ଗୁରୁତ୍ବପୂର୍ଣ ଆଲୋଚନା ହୋଇଥିଲା । ପାରା ଲିମାର୍ ର ଯନ୍ତ୍ର, ଅଙ୍ଗନବାଡ଼ି କର୍ମୀ, ସମାଜିକ ଜର୍ମାଙ୍କ ସମୟରେ ତୃଣମୂଳରେ ମହିଳାଙ୍କୁ ଆଜନସତ ସଚେତନତା, ବାହଯ୍ୟ ସହଯୋଗ, ଠିକ୍ ଜଗରେ ପହଞ୍ଚାଇବା କାମ କରିବା ନେଇ ନିର୍ଜରି ହୋଇଛି । ବୈଠକରେ ଆଇନ ମନ୍ତ୍ରୀ ହଭିନନ୍ଦନ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶସନ ସଚିବ ଶୁଭା ଶର୍ମ, ଅଜନ ବିଭାଗ ପ୍ରମୁଖ ଶସନ ସଚିବ ମନସ ରଞ୍ଜନ ବାରିକ, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା ଆୟୁର ଜଗଦାନନ୍ଦ ଓ ଅନ୍ୟ ଅଧୁକରେ ଉପସ୍ଥିତ ଥିଲେ ।