Education

ବିଡ଼ିଓ ଉଦ୍ୟମରେ ମିଳିଲ। ଧବଳେଶ୍ଵର ଙ୍କୁ ସହାୟତା।

ବିଡ଼ିଓଙ୍କ ଉଦ୍ୟମରେ ମିଳିଲା ଧବଳେଶ୍ୱରଙ୍କୁ ସହାୟତା

ତେନ୍ତୁଳିଖୁଣ୍ଟି, ୨୧/8: ତେନ୍ତୁଳିଖୁଣ୍ଟି ବ୍ଲକର ଧବଳେଶ୍ୱର ପୂଜାରୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ସେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଡାକ୍ତରୀ ପଢିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତା ତାଙ୍କ ଡାକ୍ତରୀ ପଢିବାକୁ ସହାୟତା ରାଶି ଆବଶ୍ୟକତା ନେଇ ଖବର ପ୍ରକାଶ ପରେ ସହାୟତାର ହାତ ବଢ଼ାଇଛନ୍ତି –ବିଡ଼ିଓ | ଧବଳେଶ୍ଵର ୟୁଟ୍ୟୁବ ମାଧ୍ଯମରେ ପଢ଼ି ଏହି ଗୌରବମୟ ସଫଳତା ପାଇଛନ୍ତା|ଏହା କେବଳ ତାଙ୍କ ପାଇଁ ନୁହେଁ, ସମଗ୍ର ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବର ବିଷୟ ଏହି ପରିପ୍ରେକ୍ଷୀରେ ବିଡ଼ିଓ ମନୋଜ ପାଣିଗ୍ରାହୀ ତାକୁ ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ଵାଇଁଙ୍କୁ ଭେଟି ଜଣାଇବା

ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ତାଙ୍କୁ ପ୍ରବେଶ ଫି ବାବଦକୁ ୪୦ହଜାର ସହାୟତା ପ୍ରଦାନ କରାଯାଇଛି ।ବିଡ଼ିଓ ମନୋଜ ପାଣିଗ୍ରାହୀ, ସମ୍ପ୍ରସାରଣ ଅଧିକାରୀ ଜଗମୋହନ” ମାଝି ଏଭଳି କିଛି ଅଧିକାରୀ ଅର୍ଥ ସହାୟତା କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button