ଅନୁଦାନ ଦେଲେ ,ୟୁସି ଦେଲେନି
ଅନୁଦାନ ଦେଲେ, ୟୁସି ଦେଲେନି
ନବରଙ୍ଗପୁର, 18/8 : ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠି ଅନୁଦାନ ଖର୍ଚ୍ଚ ପରେ ୟୁସି (ବିନିଯୋଗ ପ୍ରମାଣପତ୍ର) ଦେଇନାହାନ୍ତି ୮ ବ୍ଲକ୍ ନବରଙ୍ଗପୁର ଆଇଟିଡିଏ ବାରମ୍ବାର ଚିଠି କରିବା ପରେ ମଧ୍ୟ ୮୫ ଲକ୍ଷରୁ ୬୮ ଲକ୍ଷ ଟଙ୍କାର ୟୁସି ଦାଖଲ କରୁନାହାନ୍ତି ବ୍ଳକ୍ କର୍ତ୍ତୃପକ୍ଷ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅନୁଦାନ ଖର୍ଚ୍ଚ ହୋଇଥିବା ନେଇ ବିଡିଓ ଦର୍ଶାଉଥିବା ବେଳେ ୟୁସି ଦାଖଲରେ ବିଳମ୍ବକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
୨୦୨୪ ନିର୍ବାଚନ ପୂର୍ବରୁ ଏସ୍ଡିସି ମାଧ୍ୟମରେ ବ୍ଲକ୍କୁ ଅନୁଦାନ ଯୋଗାଇ ଦେଇଥିଲେ ତତ୍କାଳୀନ ସରକାର ୨୦୨୩ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ପ୍ରତି ବ୍ଲକ୍ରେ ଏକ ସପ୍ତାହ ଧରି
୮୫ ଲକ୍ଷରୁ ୬୮ଲକ୍ଷର ୟୁସି ମିଳିନି
ଏସ୍ଡିସି ପାଣ୍ଠି ହିସାବକୁ ନେଇ ଚିନ୍ତାରେ ଆଇଟିଡିଏ
ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଡ଼େଇଦେଲେ
ବ୍ଲକ୍ସ୍ତରୀୟ ଆଦିବାସୀ କ୍ରୀଡ଼ା ମହୋତ୍ସବ ଓ ଆଦିବାସୀ ସାଂସ୍କୃତିକ ମହୋତ୍ସବ ଆୟୋଜନ ହୋଇଥିଲା | ଏ ନେଇ ପ୍ରତି ବ୍ଲକ୍କୁ ୨ଟି ପର୍ଯ୍ୟାୟରେ ୮ଲକ୍ଷ ୫୦ହଜାର ଲେଖାଏଁ ଅନୁଦାନ ପ୍ରଦାନ
କରାଯାଇଥିଲା | ଆଦିବାସୀ କ୍ରୀଡ଼ା ମହୋତ୍ସବ ପାଇଁ । ୪ଲକ୍ଷ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସାଢ଼େ ୪ ଲକ୍ଷର ଅନୁଦାନ ଦିଆଯାଇଥିଲା । ତେବେ ଅନୁଦାନ ଅର୍ଥ ଖର୍ଚ୍ଚ ପାଇଁ କୌଣସି ସ୍ବତନ୍ତ୍ର ଗାଇଡ୍ଲାଇନ୍ ଦିଆଯାଇନଥିଲା ।
ବ୍ଲକ୍ସ୍ତରରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ୨ ଏସ୍ଡିସି କାଉନସିଲର୍ ସଦସ୍ୟ ଓ ବିଡିଓଙ୍କୁ ଦାୟିତ୍ବ ମିଳିଥିଲା | ବିଡିଓ ଏସ୍ଡିସି କାଉନ୍ସିଲ ସଦସ୍ୟଙ୍କ ନେଇ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ହୋଇଥିବା ଅନୁଦାନର ୟୁସି ପ୍ରଦାନ କରିନାହାନ୍ତି। ଜିଲ୍ଲାର ୧୦ଟି ବ୍ଲକ୍ରୁ କେବଳ ତେନ୍ତୁଳିଖୁଣ୍ଟି ଓ ଉମରକୋଟ ବ୍ଲକ ୟୁସି ଦାଖଲରେ ସକ୍ଷମ ହୋଇଛନ୍ତି। ଅନ୍ୟ ୮ ବ୍ଲକ୍ କୋଷାଗୁମୁଡ଼ା, ନବରଙ୍ଗପୁର, ପାପଡ଼ାହାଣ୍ଡି, ୯



