Education

ନକଲି ସାଂସଦ ବ।ଙ୍ଗୁ ରୁ ଉଦୟ ସ।ହୁ ଓ ତ।ର ତୃତୀୟ ରଖୁତ। ମମତ। ବେହର। କୁ ବାନ୍ଧି ବ ବାଙ୍ଗାଲୋର ପୋଲିସ

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନାମରେ ଜାଲିଆତି କରି କାନାଡା ବ୍ୟାଙ୍କ ହେଡ ଅଫିସ୍ ବାଙ୍ଗାଲୋରରେ ଧରାପଡ଼ିବା ପରେ

ନକଲି ସାଂସଦ ବାଙ୍ଗୁରୁ ଭଦୟ ସାହୁ ଓ ତାର ତୃତୀୟ ରଖୁତା ମମତା ବେହେରା କୁ ଖୁବଶୀଘ୍ର ବାନ୍ଧିବ ବାଙ୍ଗାଲୋର ପୋଲିସ

ଭୁବନେଶ୍ୱର: ଚଳିତ ରଥଯାତ୍ରା ଉପଲକ୍ଷେ ଜାନାଡ। ବ୍ୟାଙ୍କ ହେଡ ଅଫିସ୍ ବାଙ୍ଗାଲୋର ସିଏମତି ଙ୍କୁ ନବରଙ୍ଗପୁରର ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ନାମରେ ଜାଲିଆତି ମେଲ୍ ଆଇଟି ଖୋଲି ଓ ଜାଲି ଲେବର ପ୍ୟାଡ ତିଆରି କରି ଏକ ଜାଲି ସିଂହାସନ ଖବର କାଗଜକୁ ନିଜେ ନକଲି ସାଂସଦ ବାଙ୍ଗୁରୁ ଉଦୟ ସାହୁ ତାର ତୃତୀୟ ରଖୁଡା ମମତା ବେହେଲା କାନାଡ। ବ୍ୟାଙ୍କ ହେଳ ଅଫିସ୍ ର ସିଏମତି ଙ୍କୁ ସଦୟ ସାହୁ ଟେଲିଫୋନ ଯୋଗେ ନିଜେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀହୋଇ ପ୍ରେସର ପକାଇ ୩ ଲକ୍ଷ ଟଙ୍କାର ବିଜ୍ଞାପନ ମାଗି ଧରାପଡ଼ିବା ପରେ ।

କାନାଡା ବ୍ୟାଙ୍କ ହେଡ ଅଫିସ୍ ର ସିଏମତି ନିଜେ ବାଙ୍ଗାଲୋର ପୋଲିସ ରେ ନକଲି ସାଂସଦ ଭଦୟ ସାହୁ ତାର ତୃତୀୟ ରଖୁତା ମମତା ବେହେରା ଙ୍କ ନାମରେ କେସ୍ ଦାୟର କରିଛନ୍ତି । ବାଙ୍ଗାଲୋର ପୋଲିସ ପ୍ରକୃତ ସାଂସଦ ଙ୍କ ନାମରେ ଜାଲିଆତିର ତଦନ୍ତ କରି ଜାଣିଲାପରେ ନକଲି ସାଂସଦ ହୃଦୟ ବାହୁ ତାର ତୃତୀୟ ରଖୁତା ମମତା ବେହେରା କୁ ବାଙ୍ଗାଲୋର ପୋଲିସ ଚଳାଇଛନ୍ତି ହେଲେ ଏହି ଡାଲି ମଷ୍ଟର ଦୁଇ ଜଣ ପୋଲିସ ତଦନ୍ତରେ ସହାୟତା ନକରି ଭୁବନେଶ୍ଵରରେ ଲୁଚି ରହିଥ‌ିବାର ଖବର ସୂତ୍ରରୁ ଜଣାପଡିଛି । ଉଦୟ ସାହୁ ଅଭ୍ୟାସ ଗତ ପ୍ରତି ସାଂସଦ ମାନଙ୍କ ନାମରେ ଜାଲିଆତି କରି ବାରମ୍ବାର ଜେଲ୍ ଜିବା ଓଡିଶା ବାସୀଙ୍କ ନଜରରେ ରହିଛି, ୨୦୧୨ ମସିହାରେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଓ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ଙ୍କ ନାମରେ ଜାଲିଆ ଉଦୟ ସାହୁ ଏପ୍ରିଏଲ ମହାନଦୀ କୋଲ୍ ଲିମିଟେଡ ସମ୍ବଲପୁର ହେଡ ଅଫିସ୍ ର ମୁଖ୍ୟଙ୍କୁ ସାଂସଦ ମାନଙ୍କ ନାମରେ ନିଜକୁ ସାଂସଦର

ପରିଚୟ ଦେଇ ବିଜ୍ଞାପନ ମାଗି ଧରାପଡ଼ିବା ପରେ ମାଡ ଖାଇ ଭୁବନେଶ୍ୱର କ୍ୟାପିଟାଲ ଥାନା ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଦୁଇ ମାସ ରହିଥିଲା । ହେଳରୁ ଆସିବା ପରେ ନକଲି ସାଂସଦ ନାଙ୍ଗୁରୁ ଉଦୟ ସାହୁ ଭବାନୀପାଟଣା ବ୍ଲକ୍ ଚିଡ଼ିଓ ଙ୍କୁ ବଟିମାଲି ମାତୃ ଖାଇ ଭବାନୀପାଟଣା ଟାଇନ ଆନାଦ୍ୱାରା ଗିରଫ ହୋଇ ଜେଲରେ ତିନି ବର୍ଷ ସଜା ଜାଟି ଆସିବାପରେ ୨୦୧୮ ମସିହାରେ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଏକ ଘରଭଡ଼ା ନେଇ ତାଇ ତୃତୀୟ ଉତା ମମତା ବେହେରା କଲିକତାରୁ ସୁନ୍ଦର୍ ସୁନ୍ଦର ଦେହଳିବୀ ଯୁବତୀ ମାନଙ୍କୁ ମଗାଇ ଦେବ ବେବସାୟ ବୃତି କରି କଳିଙ୍ଗ ନଗର ଥାନା ପୋଲିସ ଦ୍ୱାରା ଧରାପଡ଼ି ଉଦୟ ତାର ତୃତୀୟ ଉଖୁଡା ମମତା ବେହେରା ଯାଜପୁର ଭଗଡ଼ି ଜେଲ୍ ଜାଇରେ ଉଦୟ ରଗଡ଼ି ଜେଲକୁ ଆସିବା ପରେ ତାର ନିତି ଗତି ପ୍ରକୃତିକୁ ନ ସୁଧାରି ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଦାମୋଦର ପୂର ଗ୍ରାମର ଦଳିତ ମହିଳା ବାସନ୍ତୀ ଦାସଙ୍କୁ ଜାତିଆଣ ଆକ୍ଷେପ ଆକ୍ରମଣ ଧର୍ମଣ ଉଦ୍ୟମ କରୁଥିବା ବେଳେ ଦାମୋଦର ପୁର ଗ୍ରାମର ଲୋକମାନେ ଛଦୟକୁ ତାଳ ଗଛରେ ବାନ୍ଧି ପାକାଇ ଲଣ୍ଡାବରି ଇତମ ଭାବରେ ମାଡ଼ଦେଇ କୁଆଖୁଆ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ । କୁଆଖୁଆ ପୋଲିସ ଉଦର ସାହୁ କୁ ଆନାକୁ ଆଣି ୩୧/୨୦୨୫ ରେ ଏକ ମାମଲା ରୁଜୁ କରି ୱିଞ୍ଜିରିଆ ଉଦୟ ସାହୁ କୁ ଯାଜପୁର ଟାଇନ ଜେଲକୁ ପଠାଇଥିଲେ । ଉଦୟ ସାହୁକୁ ର ଖରାପ କାର୍ଯ୍ୟ ଯୋଗୁ ଘରୁ ବିଦା କରିଦେଇଛି ବୋଲି ହୃଦୟର ପିତା ମତ ପ୍ରକାଶ କରିଛନ୍ତି, ପିଲାଟି ବେଳରୁ ଚୋରୀ, ରାହାଜାନି, ମହିଳା ମାନଙ୍କୁ ଖରାପ ନଜର ରେ ଚାହିଁବା ଓ ବେଶ୍ୟାଳୟ ଯିବା ଯୋଗୁ

ଉଦୟକୁ ଗାଁ ଓ ଜିଲ୍ଲାରୁ ତଢିପର କରାଯାଇଛି ବୋଲି ସୁଧାଂଶୁ ବାବୁ କହିଛନ୍ତି, ବାଙ୍ଗୁରୁ ନକଲି ସାମ୍ବାଦିକ ଉଦୟ ୨୦ ଟି ଛୋଟ ମୋବାଇଲ ରଖ୍ କେତେବେଳେ ସାଂସଦ, ବିଧାୟକ, ଆଇଏସ ଅଫିସର ହୋଇ ଅଫିସର ମାନଙ୍କୁ ଫୋନ କରି ନିଜର କାର୍ଯ୍ୟ ହାସଲ କରି କୋଟି ପତି ହୋଇଛି, ଉଦୟ ସଚିବାଳୟ ପଛପଟେ ସବୁବେଳେ ଠିଆ ହୋଇ ବଦଳି, ପ୍ରମୋସନ କାର୍ଯ୍ୟ ର ଦଲାଲି କରି ବହୁତ ଅର୍ଥ ରୋଜଗାର କରି ବେଶ୍ୟା ମାନଙ୍କ ସହିତ ରାତି ଜାପାନ କରୁଛି

ଅଭ୍ୟାସଗତ ୧୦ ଥର ଜେଲ ଫେରନ୍ତା ଆରାଧୀ ଉଦୟ ସାହୁ

ବୋଲି ଚର୍ଚ୍ଚା ହେଉଡି, ନକଲି ସାଂସଦ ହୋଇ ଉଦୟ ଓ ତାର ସହଯୋଗୀ ମମତା ବେହେରା ଭୁବନେଶ୍ଵର ରେ ଅନେକ ମୂଲ୍ୟବାନ ପ୍ଲଟ କିଣିବା ସହିତ ଅଶୋକ ନଗର ରେ ଫଳ ଦୋକାନୀ ମାନଙ୍କୁ ୩କୋଟି ଟଙ୍କା ସୁଧ ଲଗାଉଛି, ବେଲନ୍ୟା, ନିର୍ଭଳ ଉଦୟ ରାଜଧାନୀ ରେ ରହି ବହୁତ ଅନୈତିକ କାର୍ଯ୍ୟ କରିବା ସହିତ ଅଫିସର ମାନଙ୍କୁ ବ୍ଳକ ମେଲ କରୁ ଥିବାରୁ ଏହି ପ୍ରତି ସତର୍କ ହେବାକୁ ସିଂହାସନ ର ମାଲିକ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button