Education

ଡାବୁଗାଁ ବ୍ଲକ ରେ ବୁଲିଲ। ବଜ୍ରପାତ ସଚେତନ ରଥ

ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ

ଡାବୁଗାଁ, ୧୬ |୮ | ୮ – ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଶନିବାର ପୂର୍ବାହ୍ନ ୧୧ ଘଣ୍ଠି ଘଣ୍ଟିକା ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ଶରତ ମାଝୀ ଙ୍କ ଦ୍ୱାରା ବଜ୍ରପାତ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ବ୍ଲକ ରୁ ବ୍ଲକ ସମସ୍ତ ପଞ୍ଚାୟତ ଏବଂ ଗ୍ରାମ ଗୁଡ଼ିକ

ପରିକ୍ରମା କରି ଜନସାଧାରଣଙ୍କୁ ବଜ୍ରପାତ ସମୟରେ ଉଚିତ ପଦକ୍ଷେପ ନେଇ କିପରି ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିପାରିବେ ଏଥ୍ ସମ୍ବନ୍ଧୀୟ ସଚେତନତା ବାର୍ଭା ପ୍ରଦାନ କରିବଛ ଏହି ବଜ୍ରପାତ ସଚେତନତା ରଥ ସତର୍କତାମୂଳକ ପଦକ୍ଷେପ, ସୁରକ୍ଷାର ବାର୍ତ୍ତା ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଚାର ପ୍ରସାର କରିବ । ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନା ଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅକାରୀ ଯତୀନ ପାଣିଗ୍ରାହୀ, ପଞ୍ଚାୟତ ର୍ନିବାହୀ ଅଧିକାରୀ ରୀ ଏ. ଡି ପ୍ରସାଦ, ସିପି ପ୍ରବୀଣ ଅଧିକାରୀ ମାନେ । ନେ ଉପସ୍ଥିତ ଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button