Education

12ଟି ନୂତନ ଏନଏସି ପ।ଇ ଡ୍ରାଫ୍ଟ ନୋଟିସ ଜ।ରି

୧୨ଟି ନୂତନ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି

ଭୁବନେଶ୍ବର:ତ।:16/8 ରାଜ୍ୟରେ

ବଢିବ ବିଜ୍ଞାପିତ ଅଞ୍ଚଳ

ପରିଷଦ(ଏନଏସି)

ନୋଟିସ ଜାରି ହୋଇଛି। ନୁଆଁ NAC ପାଇଁ ଚିଠା ପ୍ରକାଶ ପାଇଲା ।

ଆଉ ୧୨ଟି ନୂତନ ଏନଏସି ପାଇଁ ଡ୍ରାଫ୍ଟ ଶନିବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ଟି ଜିଲ୍ଲାର ୧୨ଟି ଅଞ୍ଚଳକୁ ଏନଏସି ସରକାର ନିଷ୍ପତ୍ତ ନେଇଛନ୍ତି। ଏହି ୧୨ ନୂଆ ଏନଏସି ହେଉଛି ଅନୁଗୁଳ ଜିଲ୍ଲାର ପାଲ୍ଲହଡ଼ା, ସୁବର୍ଣ୍ଣପୁରର ରମହାରାଜପୁର, ବାଲେଶ୍ବରର ସିମୁଲିଆ ଓ ବସ୍ନା, ମୟୁରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ର ଚିତ୍ରଡା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡି ଓ ଧୁଷୁରି ସାମିଲ। ଏହି ସବୁ ସହର ଜନସଂଖ୍ୟା, ଭୌଗୋଳିକି ସ୍ଥିତି ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖୂ ରାଜ୍ୟ ସରକାର ଏହି ସବୁ ଅଞ୍ଚଳକୁ ଏନଏସି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button