Education

ଭତ୍ତା ଆବେଦନ ସତୈ. ପ୍ରତ୍ୟାଖାନ ଅଭିଯୋଗ

ଭତ୍ତା ଆବେଦନ ସତ୍ତ୍ବେ ପ୍ରତ୍ୟାଖ୍ୟାନ ଅଭିଯୋଗ

 

ନବରଙ୍ଗପୁର, ତ।:16/8

 

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ନୂଆକୋଟ, ମୈଦଲପୁର, ହାତୀବେଢ଼ା ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଗୁରୁବାର ଜଙ୍ଗଲ, ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜିଲ୍ଲାପ।ଳ ମହେଶ୍ୱର ସ୍ବାଇଁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ବାରମ୍ବାର ବିଧବା ଧବା ଓ ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କଲା ପରେ ମଧ୍ୟ ତାହା ମିଳିପାରୁ ନାହିଁ। ଆବେଦନକୁ  କୌଣସି ନା କୌଣସି କାରଣ ଦର୍ଶାଇ ବାରମ୍ବାର ପ୍ରତ୍ୟାଖାନ କରାଯାଉଛି। ଯଦ୍ୱାରା ସାଧାରଣ ଲୋକେ ନାହିଁ ନ  ଥିବା ହଇରାଣ ହେ।ଇ

 

ପନ୍ତ୍ରୀଙ୍କୁ ଗୁହାରି ଜଣାଇଲେ ନୂଆକୋଟ, ଶୈଦଲପୁର, ହାଡୀବେଢ଼ା ପଞ୍ଚାୟତବାସୀ

 

ହେଉ ଥୁବା ଅଭିଯୋଗ ହୋଇଛି। ଡାକ୍ତର, ରାଜସ୍ୱ ନିରୀକ୍ଷକ ପାଖରେ ଯାଇ ସନ୍ତକ କରାଇବା ଓ ଜନସେବା କେନ୍ଦ୍ରକୁ ଯାଇ ଅଯଥା ଅର୍ଥ ଖର୍ଚ୍ଚ କରି ଆବେଦନ କରାଇବା ପାଇଁ କ‌ହିଛନ୍ତି। । ଏହା ସରକାରୀ କର୍ମଚାରୀ ଓ ଅଧିକାରୀ କାରୀଙ୍କ ମନମୁତାବକ କାର୍ଯ୍ୟକୁ ପ୍ରକାଶ କରୁଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ୨୦୨୪ ଡିସେମ୍ବର ୧୭ରେ ମୃତ ହିତାଧୁକାରୀଙ୍କ

 

ନାମରେ ବର୍ଷ ବର୍ଷ ବର୍ଷ ଧରି ଭତ୍ତା ଟଙ୍କା ଆସିବା ଓ ଉକ୍ତ ଟଙ୍କାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ହଡ଼ପ କରିବା ନେଇ ନୂଆକୋଟ ପଞ୍ଚାୟତବାସୀ ଅଭିଯୋଗ କରିଥିଲେ। ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ୨୭ଟି ମୃତ ହିତାଧୁକାରୀଙ୍କ ବ୍ୟାଙ୍କ ଖାତାରେ ମଧ୍ଯ ଟଙ୍କା ଆସୁଥିଲା । ମୋଟ ୪୪ ମୃତହିତାକାରୀଙ୍କ ନାମ କାଟି ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇ ପାରିଥାନ୍ତା କିନ୍ତୁ କରାଗଲା ନାହିଁ। ଏହା ସରକାରୀ କର୍ମଚାରୀଙ୍କ ଅବହେଳାକୁ ଦର୍ଶାଉଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଭତ୍ତା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

 

ମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ଆସିଥିବା ପଞ୍ଚାୟତବାସୀ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button