Education

ନବରଙ୍ଗପୁର ରେ 79ତମ ସ୍ୱୀଧୀନତା ଦିବସ ମହ।ଆଡମ୍ବରେ ପ।ଳନ କର।ଗଲ।

ନବରଙ୍ଗପୁର,ତ।:15/8 ଜିଲ୍ଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ‌ ମହୋତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ଜଂଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର, ନବରଙ୍ଗପୁର ଷ୍ଟାଡିୟମ୍‌ରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ।

 

ସ୍ବାଧୀନତାଦିବସ  ର ହାର୍ଦ୍ଦିକ ଅଭିନନ୍ଦନ ନବରଙ୍ଗପୁର ସହର ବ।ସୀ ଜଣାଇଛନ୍ତି  ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button