ମହୁଲ ବୋଝେଇ ପିକଅପ ଜବତ,ଦୁଇ ଗିରଫ
ମହୁଲ ବୋଝଇ ପିକ୍ଅପ୍ ଜବତ: ୨ ଗିରଫ
କୋଷାଗୁମୁଡ଼ା15/8: ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରତାପ ଦାସଙ୍କ ନିର୍ଦେଶ କ୍ରମେ ଗୁରୁବାର ଦିନ କୋଡ଼ିଙ୍ଗା ଅବକାରୀ ଦୋଳ ବକଟିଗୁଡା ଗ୍ରାମ ନିକଟରେ ନିକଟରେ ବାଇକ୍ ଦ୍ବାରା ମଦ ଚୋରା ଚାଲାଣ ବେଳେ ଧରାପଡ଼ିଛି| କୋଷାଗୁମୁଡାରୁ ଗୋଟି ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନକୁ ନକୁ ଜବତ କରାଯାଇଛି। ଏହି ଚଢ଼ଉରେ କୋଡ଼ିଙ୍ଗା ଅବକାରୀ ଓଆଇସି ଦେଶରାଜ ସୁନା, ଏଏସଆଇ ହାଲଦାର ଜାନି, ରମେଶ ଲାଲ ଶ ଲାଲ ପ୍ରଧାନ, ପ୍ରମୋଦ ବାଘ, ଆକାଶ ଶବର ଓ ନବରଙ୍ଗପୁର ମୋବାଇଲ ୟୁନିଟ୍ର ବୃନ୍ଦାବନ ମଣ୍ଡଳଙ୍କ ଟି ଟିମ ସହ
ମିଳିତ ଭାବେ ସାମିନ ଘାମିଲ ହୋଇଥ୍ ରଥିଲେ | ବକଟିଗୁଡା ଗୁଡା ନିକଟରୁ ଏହି ଚୋରା ଚାଲାଣକାରୀ ଧ ଧନେଶ୍ଵର ବିଶୋଇଙ୍କ ଠାରୁ ହିରୋ ଡିଲକ୍ସ ବାଇକ ସହ ପ୍ରାୟ Iୟ ୪୦ଲିଟର ଦେଶୀ ମଦ ଜବତ କରିବାରେ ସଫଳ ହୋଇଥିଲେ I ସେଭଳି କୋଷାଗୁମୁଡାର ଅର୍ଭିନ୍ଦ ମେହେତାଙ୍କ ତାଙ୍କ ମହୁଲ ବୋଝେଇ ଏକ ପିକ୍ଅପ୍ ଭ୍ୟାନରେ ପ୍ରାୟ ୧୧୧୮ କେଜି ମହୁଲ ଫୁଲକୁ ଜବତ କରାଯାଇଛି । ଏଥିରେ ପ୍ରାୟ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଅବକାରୀ ଥାନାରେ ଦୁଇଟି ମାମଲା ରୁଜୁ କରି ନବରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା କ କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ସୂଚନା ଚନା ମିଳିଛି।