Education

ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଭାରତୀୟ ମଜଦୁର ସଂଘ ସହ ମନ୍ତ୍ରୀ ଆଲୋଚନା କଲେ

ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ନବରଙ୍ଗପୁର ଭାରତୀୟ ମଜଦୁର ସଂଘ

 

ନବରଙ୍ଗ ପୁ ର ,ତ।15/8 : ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ର ରାମ ସିଂ ଖୁଣ୍ଟିଆଙ୍କୁ ଭାରତୀୟ ମଜଦୁର ସଂଘ ତରଫରୁ ନବରଙ୍ଗପୁର ସର୍କିଟ ର୍କିଟ ହାଉସ ଠାରେ ଭେଟି ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଥିଲା । ଏଥିରେ ଜିଲାର ଶ୍ରମ ବିଭାଗ ର ନିର୍ମାଣ ଶ୍ରମିକ ମାନଙ୍କ ପଞ୍ଜିକରଣ ଏବଂ ବିଭିନ୍ନ ସହାୟତା କୁ କୁ ସ୍ୱଚ୍ଛ କରିବା ପାଇଁ ଦୁର୍ନୀତି ଓ ଦଲାଲ ମୁକ୍ତ କରିବା ପାଇଁ ଦାବି କରାଯାଇଥିଲା । ଏହା ଏହି ସହିତ କେନ୍ଦୁପତ୍ର ତୋଳାଳୀ ସମସ୍ଯା ସଂପର୍କରେ ଆଲୋଚନା କରାଯାଇଥିଲା।

 

ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲା ଭାରତୀୟ

 

ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଟା ପରମେଶ୍ଵର ବିଷୋୟୀ, ସମ୍ପାଦକ ବିଷ୍ଣୁ

 

ପ୍ରସାଦ ବିଷୋୟୀ ଓଡିଶା କୋଠାବାଡି ଅନ୍ୟାନ୍ୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ

 

ରାମ ବିଷୋୟୀ ବିଶ୍ୱ କର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ଵର ବିଷୋୟୀ, ଓ ଏ.ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button