Education

ନବରଙ୍ଗପୁର ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ନବରଙ୍ଗପୁରରେ ହର ଘର୍ ତ୍ରିରଙ୍ଗା ଶୋଭାଯାତ୍ରା

 

ନବରଙ୍ଗପୁର, ୧୩/୦୮: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ହର  ଘର ତ୍ରିରଙ୍ଗା  ରାଲି ରେ ଅଶଂ ଗହଣ  କରିଥିଲେ । ଶୋଭାଯାତ୍ରାର ଟ ିଜିଲ୍ଳାପାଳ୍

 

 

 

ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ସଚେତନ୍ୟ ସାଇକେଲ ଶୋଭଯାତ୍ରା ଅନୁ ଷ୍ଠିତ  ହୋଇଥିଲା। ଏଥିରେ ନବର ରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୂଖ୍ୟ ଅତିଥି ରୂପେ  ଯୋଗ ଦେଇ ସାଇକେଲରେ

 

କାର୍ଯ୍ୟାଳୟରୁ ଶୁଭାରମ୍ଭ କରାଯାଇ ସ୍ଥାନୀୟ ସଦାଶିବ ପାର୍କ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁ, ଜିଲ୍ଲା ପରି ଷଦ ମୂଖ୍ୟ ଖ୍ୟ ଉନ୍ନୟନ ଅଧିକ ଧୂକାରୀ ବିରଞ୍ଚି ନାରାୟଣ ଦରବାନଙ୍କ ସହ

 

ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଏହି ଶୋଭଯାତ୍ରା ସମସ୍ତେ ତ୍ରିରଙ୍ଗା ଧରି ଭାରତ ମାତାର ଜୟ ଗାନ ସହ ସହର ପରି କ୍ର ମା କରିଥିଲେ। କାର୍ଯ୍ୟକ୍ରମରେ ଶହଶହ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟ, କଲେଜ, ଏନସିସି ଛାତ୍ର ଛାତ୍ରୀ ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ହରଘର ର ତ୍ରି ରଙ୍ଗା କାର୍ଯ୍ୟକ୍ରମ ଅବସରରେ ବିଧାୟକ ଶ୍ରୀ ମାଝୀ ଜିଲ୍ଲାର ତେନ୍ତୁଳିଖୁଣ୍ଟି, ବିକ୍ରମପୁର ମଣ୍ଡଳକୁ ଯାଇ ଅଂଶଗ୍ରହଣ କରିଥିଲେ। ଏହାସହ ତଣ୍ଡାର ସହିଦ କୁଶ ଗୌଡ ପରିବାର, ପଟ୍ଟାକୋଟ କୋଟର ସହିଦ୍ ଅର୍ଜୁନ ହରିଜନ ପରିବାର ଓ ମନ୍ତ୍ରୀଗୁଡାର ସହିଦ ଭଗବାନ ପୂଜାରୀଙ୍କ ଦାୟାଦମାନଙ୍କୁ ବ୍ୟକ୍ତି ଗତ ଗତ ଭାବେ ସାକ୍ଷାତ କରି ସ୍ନାନର ପାରିବାରିକ ସ୍ଥିତି ବିଷୟରେ ବର୍ତ୍ତମାନ ପଚାରି ବୁଝି ବୁଝି ଥିଲେ ଏବଂ ସରକାରୀ ସୁବିଧ ସୁବିଧା ଓ ବ୍ୟବସ୍ଥା ଯୋଗାଇ ଦେବାକୁ ଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button