Education

ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଆଣ୍ଟି ବସ ସପ୍ତାହ ଉଦ୍‌ଘାଟିତ ର।ଗଂ ଦିବସ କାର୍ଯ୍ୟକ୍ରମ କରାଯ।ଇଛି

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଣ୍ଟି– ବସ ଓ ସପ୍ତାହ ଉଦ୍‌ଘାଟିତ ରାଗିଂ ଦିବସ

ଜଯପୁର, 13/ 8: ସୁନାବେଡ଼ାରେ ଅବସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଆଣ୍ଟି -ରାଗିଂ ଦିବସ ପାଳନ ହେବା ସହ  ଆଣ୍ଟି -ରାଗିଂ ସପ୍ତାହ ପାଳନର ଔପଚାରିକ ଉଦ୍ ଘାଟନ କରାଯାଇଛି। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଏହି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ ଟନ କରିଥିଲେ । ଏହି ଅବସରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକମାନେ, କର୍ମଚାରୀ ଓ ଛାତ୍ରଛା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। । ଆଣ୍ଟି-ରାଗିଂ କମିଟିର ଅଧୀନରେ ଅନୁଷ୍ଠିତ । ସେ ହେଉଥିବା ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ବିଭାଗୀୟ ମୂଖ୍ୟ ଓ ଅଧ୍ୟାପକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଆଣ୍ଟି-ରାମିଂ ଶପଥ ଗ୍ରହଣ କରିଥିଲେ। ଲ। ଏହାପରେ ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ଏକ ସଚେତନତା ଯାତ୍ରାର ଆୟୋଜନ କରିଥିଲେ। ଉଦଘାଟନ   ସମାରୋହରେ ପ୍ରଫେସର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉତ୍କୃଷ୍ଟତା ପାଇଁ ପରି  ସୁନ୍ଦର ରିବେଶ ତିଆରି କରିବାକୁ ଉତ୍ସାହିତ କରିଥିଲେ ଓ ରାଗିଂ ଭଳି ଭଳି ଅସଭ୍ୟ ଓ ନିନ୍ଦନୀୟ କାର୍ଯ୍ୟରୁ ଦୂର ରହିବା ପାଇଁ ଆହ୍ବାନ ଜଣ ଜଣାଇଥିଲେ । ଆର୍ଥ ଶାସ୍ତ୍ର ବିଭାଗର ଅଧ୍ଯକ୍ଷ ତଥା ଆଣ୍ଟି-ରାଗିଂ କମିଟିର ଅଧ୍ଯକ୍ଷ ପ୍ରଫେସର ରଥୀକାନ୍ତ କୁମ୍ଭାର ଏହି କାର୍ଯ୍ୟକ୍ରମର ଗୁରୁତ୍ବ ବିଷୟରେ ଅବଗତ ବଗତ କରାଇଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଦେଶାନୁସାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଛାତ୍ର କଲ୍ୟାଣ ଅଧୂଷ୍ଠାତା ଓ ଆଣ୍ଟି-ରାଗିଂ କମିଟିର ସଂଯୋଜକ ଡଃ ରମେନ୍ଦ୍ର କୁମାର ପାଢ଼ୀ ୟୁଜିସିର ରାଗିଂ ବିରୋଧୀ ଦିଗନିର୍ଦ୍ଦେଶ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ ଓ ଏହାର ପ୍ରଭାବ ବିଶ୍ୱବିଦ୍ୟାଳୟ ଜୀବନ ଉପରେ କିପରି ପଡ଼େ ତାହା ବ୍ୟାଖ୍ୟା କରିଥିଲେ। । ସେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥୁବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଆଣ୍ଟି-ରାଗିଂ ସପ୍ତାହ ୧୨ରୁ ୧୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟ ସୀମାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ, ଡିବେଟ ଓ ସୋସିଏଲ ମେଡିଆ ପାଇଁ ରିଲ୍ ? ତିଆରି କରିବା ଭଳି ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ଇଛନ୍ତି । ହେବ।ର କାର୍ଯ୍ୟକ୍ରମ ରହିଛି ବୋଲି ଲୋକ ସଂପର୍କ ଅଧିକାରୀ ଡଃ ଫଗୁନାଥ ଭୋଇ ଜଣେଇଛ ।

 

 

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button