Education

ବିଶ୍ଵ ଅଙ୍ଗଦାନ ଦିବସ ପାଳିତ

ବିଶ୍ୱ ଅଙ୍ଗଦାନ ଦିବସ ପାଳିତ

 

ଜୟପୁର, ୧୩/ ୦୮; କୋରାପୁଟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗଦାନ

 

ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ତପନ ନାୟକ, ଜିଲ୍ଲା

 

ମୁଖ୍ୟ ଚିକିତ୍ସା ଅଧିକାରୀ ଆର ଏନ ମିଶ୍ର ଙ୍କ ସମେତ ଅନ୍ୟାନ ଅଧୂକାରୀ ମାନେ ଉପସ୍ଥିତ

 

ଥିଲେ। ଗତ ଏପ୍ରିଲ ମାସ ରେ ସୁନାବେଡା ର ଜଣେ ଯୁବକ ଗାଡି ଧକ୍କା ରେ ଗୁରୁତ୍ଵର

 

ହୋଇଥିଲେ। ତାଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣା ମେଡିକାଲ କୁ ସ୍ଥାନାନ୍ତରିତ

 

କରାଯାଇଥିଲା। ଚି କି ତ୍ସା

 

ଚାଲୁଥିବା ସମୟରେ ଡାକ୍ତର

 

ତାଙ୍କର ବ୍ରେମ ଡେଡ ବୋଲି

 

ଘୋଷଣା କରିଥିଲେ। ଏହା

 

ପରେ ପରିବାର ଙ୍କ ଅନୁମତି

 

କ୍ରମେ ତାଙ୍କର ଅଙ୍ଗଦାନ

 

କରାଯାଇ ଥିଲା । ଯାହା ଦ୍ବାରା

 

ଅଙ୍ଗଦାନ ନିଜର ତାଙ୍କ ପାଇଁ

 

 

 

୭ ଜଣଙ୍କ ଜୀବନ ବଞ୍ଚି ଯାଇଥ୍ ପାଇଥିଲା। ଆଜି ବିଶ୍ୱ ଅଙ୍ଗଦା ଦାନ ଦିବସ ଅବସର

 

ଭଉଣୀ ଙ୍କୁ ସରକାର ଙ୍କ ତରଫରୁ ୫ ଲକ୍ଷ ଟଙ୍କା ର ଚେକ ପ୍ରଦାନ ଯାଇଥିଲା। ଅଙ୍ଗଦାନ

 

ହେଉଛି ମହତ ଦାନ। ଜଣଙ୍କ ଅଙ୍ଗଦାନ ରେ ୭ ଜଣଙ୍କ ଜୀବନ ବଞ୍ଚି ପାରିବ। ଅଙ୍ଗ

 

ପାଇଁ ଆଗେଇ ଆସିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଆର ଏନ ମିଶ୍ର କହିଥିଲେ।

 

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button