Education

ଗୋରୁ ବୋଝେଇ ପିକଅପ ଜଗତ

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ

 

ମୋରଡ଼ା, ୧୩| ୮ : ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ କରିବା ସହ ୭ ଗୋରୁଙ୍କୁ ଉଦ୍ଧାର କରିଛି। ସୂଚନା ମୁତାବକ, ବୁଧବାର ପୂର୍ବାହ୍ନ ୧୧ଟାରେ ଏକ ନିଛାଟିଆ କେନାଲ ରାସ୍ତାରେ ଦୁଇଟି ପିକଅପ ଭ୍ୟାନରେ ବେଆଇନ

 

ଭାବେ ଗୋଚାଲାଣ ହେଉଥିବା ଖବର ପାଇ ଶୁଳିଆପଦା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଥାନା କର୍ମଚାରୀଙ୍କ ସହିତ ଭ୍ୟାନ ଦୁଇଟିକୁ ପିଛା କରିଥିଲେ। ଗୋଟିଏ ଭ୍ୟାନ୍ ଖସି ପଳାଇବାରେ ସମର୍ଥ ହୋଇଥିବା ବେଳେ ଅନ୍ୟ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ପୋଲିସ ଧରିବାରେ ସଫଳ ହୋଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button