Education

ବୈପାରିଗୁଡା ର ନ।ବ।ଳକ ନିଖୋଜ

 

 

ନାବାଳକ ନିଖୋଜ

 

ବୈପାରିଗୁଡା,ତ।୧୪/୮:

 

ଗତ ୨୯ ଜୁଲ।ଇ ସକାଳ ୯ ଘଣ୍ଟ ।ସମୟରେ ଟେଣ୍ଡେକାପାଦର ଗ୍ରାମର ନିଲୁ ସାନ୍ତାଙ୍କ ପୁତ୍ର ଭଗବାନ ସାନ୍ତା ଘରୁ ବାହାରି ଯାଇଥ୍ ବାର ଅଭି ଯୋଗ ହୋଇଛି ସେ ରାମଗିରିକୁ ଚୁଟି କଟାଇବାକୁ ଯିବି କହି ଘରୁ ବାହାରି ଯାଇଥିଲା । ସେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର କୌଣସି ସାଙ୍ଗ ସାଥ୍‌ ଘରେ ରହି ଯାଇଥୁବ ଭାବିଥିଲେ ଥିଲେ । କିନ୍ତୁ ରାତିରେ ମଧ୍ଯ ଘରକୁ ନ ଫେରିବାରୁ ସାଙ୍ଗ ସାଥ୍‌ ଓ ସମ୍ପର୍କୀୟ ମାନଙ୍କ ଘରେ ଖୋଜା ଖୋଜି କରିଥିଲେ । ଚାରିଆଡେ ଖୋଜା ଖୋଜି କଲାପରେ କୌଣସି ସନ୍ଧାନ ନ ମିଳିବାରୁ ବୈପାରୀଗୁଡା ଥାନାରେ ଅଭିଯୋଗ କରିଛନ୍ତି । ସେ ପେଣ୍ଟ ଓ କଳା ରଙ୍ଗର ଟି ସାର୍ଟ ପିନ୍ଧି ଥିଲା । ଏ ନେଇ ଏକ କେଶ ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଛି ବୋଲି କହିଥିଲେ ଏନେଇ ବୈପାରିଗୁଡା ପୋଲିସ ଖୋଲତାଡ କରାଜିକ ବୋଲି

 

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button