Education

ରାଜ୍ୟରେ ଆଉ ଚ।ରଟି ମେଡିକାଲ କଲେଜ ହେବ ବୋଲି କହିଲେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଆଉ ୪ ମେଡିକାଲ କଲେଜ ଘୋଷଣା

 

ରାଜ୍ୟରେ ଆଉ ୪ଟି ଜିଲ୍ଲାରେ ହେବ ମେଡିକାଲ କଲେଜ

 

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଉତ୍ସବରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

ମେଡିକାଲ କଲେଜରେ ୬୫୦ ଶଯ୍ୟାର ଚିକିତ୍ସାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 

ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ

 

 

କଲେଜ ଅଛି

 

ଶୀଘ୍ର ଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ହେବ

 

 

୪ଜିଲ୍ଲାରେ ହେବ ମେଡିକାଲ କଲେଜ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

 

ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

 

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button