Education
ମହିଳା ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ
ମହିଳା ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ
ICC WOMEN’S CRICKET WORLD CUP
ଆଇସିସି ମହିଳା ବିଶ୍ବକପ୍ ୨୦୨୫ କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି
ଚଳିତ ବର୍ଷ ମହିଳା ବିଶ୍ବକପ୍ ୨୦୨୫ ଆୟୋଜନ ଭାରତ କରିବ
ବିଶ୍ବକପ୍ ପାଇଁ ଆଉ ମାତ୍ର ୫୦ ଦିନ ବାକି ରହିଛି
ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ ମହିଳା ବିଶ୍ବକପ୍
ଫାଇନାଲ ମ୍ୟାଚ୍ ନଭେମ୍ବର ୨ରେ ଖେଳା ଯିବ
ଉଦଘାଟନୀ ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ
ଭାରତରେ ୪ର୍ଥ ଥର ପାଇଁ ବିଶ୍ବକପର ଆୟୋଜନ ହେବାକୁ ଯାଉଛି
ପୂର୍ବରୁ ୧୯୭୮, ୧୯୯୭, ୨୦୧୩ ରେ ମହିଳା ବିଶ୍ବକପ୍ ଆୟୋଜନ କରି ସାରିଛି ଭାରତ