ସହିଦ ମିନାର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
ସହିଦ ମିନାର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
ପାପଡ଼ାହାଣ୍ଡି, 11/8: ପାପଡ଼ାହାଣ୍ଡିରେ ଥିବା ସହିଦ ମିନାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଗଣଶିକ୍ଷା ମନ୍ତ୍ରୀ ନିଦ୍ୟାନନ୍ଦ ଗଣ୍ଡ ପରିଦର୍ଶନ କରିଥିଲେ । ବ୍ଳକ ପ୍ରଶାସନ ଓ ବିଜେପି ପକ୍ଷରୁ ସହିଦ ମିନାର ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବଦ୍ଧନା କରାଯାଇଥିଲା। ଏହାପରେ ଉପମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ବ୍ଲକ ଉପାଧକ୍ଷ
ଏହାପରେ ବିଧାୟକ ଶ୍ରୀ ମାଝୀଙ୍କ ନେତୃତ୍ବରେ ସୁଶାନ୍ତ ବେହେରା ୧୯୪୨ ଅଗଷ୍ଟ ଗଷ୍ଟ ୨୪ ତାରିଖର ଇତିହାସ ବିଷୟରେ ଉପମୁଖ୍ୟମନ୍ତ୍ରୀ ଖ୍ୟମନ୍ତ୍ରୀକୁ କହିଥି ହିଥିଲେ । 2 ମା ପାଇ ଅବସରରେ ଗୋଟିଏ ବୃକ୍ଷରୋପଣ କରାଯାଇଥିଲା । ଏହି ବିଡିଓ କପିଳଦେବ ସାହୁ, ଜିପିଇଓ ଅକ୍ଷୟ ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସ, କାହ୍ନୁଚରଣ ଦାସ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ବ୍ଲକ ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ପି. ଭେଙ୍କେଟ ରାଓ, ଦିନବନ୍ଧୁ ବିଷୋୟୀ, ହରି ପାଣିଗ୍ରାହୀ, ତ୍ରିନାଥ ଅମନାତ୍ୟ ଉପସ୍ଥିତ ରହିଥିଲେ ।