Education

ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇ ଲେ ନବରଙ୍ଗପୁର ହିତାଧିକାରୀ

ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇଲେ ହିତାଧୁକାରୀ

ନ ବ ର ଙ୍ଗ ପୁ ର, ୯/୮ : ପବିତ୍ର ରାଖୀ ପୂର୍ଣିମା ଅ ବ ସ ର ରେ କୋରାପୁଟ ଜିଲ୍ଲା ଜୟପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ତୃତୀୟ ହିତାକାରୀଙ୍କୁ ପ୍ରଦାନ -ମୁଖ୍ୟ ଅତିଥ୍ କରାଯାଇଛି । ଏହି ଅବସରରେ ନବରଙ୍ଗପୁର ସହର ସରୋଜିନୀ ହଲ ଠାରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୃତୀୟ କି ସ୍ତି ପ୍ରଦାନକୁ ସମସ୍ତେ ଦେଖିଥିଲେ ଏଥିରେ ରୂପେ ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ ଯୋଗ ଦେଇଥିଲେ । ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରଓ୍ବାନ, ସାଂସଦ ପ୍ରତିନିଧ୍ ଜ୍ୟୋତି ରଞ୍ଜନ କଂସ, ବିଧାୟକ ପ୍ରତିନିଧ୍ ମୃତ୍ୟୁଞ୍ଜୟ ମହାରଣା, ଡିଆଇପିଆର୍ ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୁ ଭଦ୍ର । ଭ ଉଣୀ ମାନେ ଜିଲ୍ଲା ପାଳ ଅତିଥୁମାନଙ୍କୁ ରାକ୍ଷୀ ବାନ୍ଧି ଶୁଭ ମନାସି ଥିଲେ । ସୁଭଦ୍ରା

ସବୁବେଳେ ଆପଣଙ୍କ

ବୋଲି ଅତିଥ୍‌ ଗଣ ଯୋଜନା ମହିଳାମାନଙ୍କୁ ଆକ ସ୍ଵାବଲମ୍ବୀ କରିବା ସହ ସ୍ଵାଭି ମାନ ରେ ବଞ୍ଚିବାର ପ୍ରେରଣା ଦେଉଛି କହିଥିଲେ । ସୁଚନା ଅନୁଯାୟୀ, ୨,୯୮,୭୦୧ ହି ତାଧୁକାରୀ ପୂର୍ବ ରୁ ୨ କି ସ୍ତି ପାଇଛନ୍ତି । ଏହି ଅବସରରେ ସୁଭଦ୍ରା ଅର୍ଥରେ ବ୍ୟବସାୟ କରି ଆର୍ଥକ ଅଭିବୃଦ୍ଧିରେ ନିଜର ସ୍ଥାନ ସୃଷ୍ଟି କରିଥିବା ୧୧ ହିତାଧ୍କାରଙ୍କୁ ସମ୍ମାନୀତ କରାଯାଇଥିଲା ସୁଭଦ୍ରା ଯୋଜନା ଉପରେ ଅନୁଷ୍ଠିତ ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍‌ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁର ସ୍କୃତ କରାଯାଇଥିଲା। ସଭାରେ ପ୍ରାୟ ୫୦୦ ହିତାକାରୀ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button