Education

କୋଟିଆ ଆଦିବାସୀ ଙ୍କୁ ସବୁ ସୁବିଧା ମିଳିବ

କୋଟିଆବାସୀଙ୍କୁ ସବୁ ସୁବିଧା ମିଳିବ

ଭୁବନେଶ୍ବର:10/8 କୋଟିଆ ବିବାଦ ଉପରେ ପ୍ରତିକ୍ରିୟା ରଖୁଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସେ କହିଛନ୍ତି, କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, କୋଟିଆ ସମସ୍ୟା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି ନ ପାରିବା ଓ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ପହଞ୍ଚି ସେବା ପ୍ରଦାନ କରିବା ହେଉଛି କୋଟିଆ ସମସ୍ୟାର କାରଣ।ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେଠାରେ ଉପସ୍ଥିତ ରହି ସୁଭଦ୍ରା ଯୋଜନାର ସର୍ଭେ କରିଛନ୍ତି। ଆଗାମୀ ଦିନରେ ରେସନ କାର୍ଡ ପାଇଁ ଯୋଗାଣ ମନ୍ତ୍ରୀ ମଧ୍ଯ କୋଟିଆ ଯିବୋ ମୁଁ ନିଜେ ମଧ୍ଯ କୋଟିଆ ଯାଇ ସେଠାରେ ଲୋକମାନଙ୍କର ଯାହା ଯାହା ସମସ୍ଯା ରହିଛି, ସେ ସବୁ ଲିପିବଦ୍ଧ କରି ଆଣିଛି ଆଗାମୀ ଦିନରେ କୋଟିଆ ବାସିନ୍ଦାଙ୍କ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। କୋଟିଆବାସୀ ଆଗାମୀ ଦିନରେ ଓଡ଼ିଶା ସରକାର ପକ୍ଷ।

ଭଲ ପାଇବା ପାଇବେ, କେବେ ମଧ୍ୟ ଆନ୍ଧ୍ର ପ୍ରଦେଶ ସରକାର ତାହା କୋଟିଆ ବାସିନ୍ଦାଙ୍କ ଦେଇ ପାରିବେ ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, କୋଟିଆ ସମସ୍ଯା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି ନ ପାରିବା ଓ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ପହଞ୍ଚି ସେବା ପ୍ରଦାନ କରିବା ହେଉଛି କୋଟିଆ ସମସ୍ୟାର କାରଣ।ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେଠାରେ ଉପସ୍ଥିତ ରହି ସୁଭଦ୍ରା ଯୋଜନାର ସର୍ଭେ କରିଛନ୍ତି। ଆଗାମୀ ଦିନରେ ରେସନ କାର୍ଡ ପାଇଁ ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆ ଯିବୋ ମୁଁ ନିଜେ ମଧ୍ଯ କୋଟିଆ ଯାଇ ସେଠାରେ ଲୋକମାନଙ୍କର ଯାହା ଯାହା ସମସ୍ଯା ରହିଛି, ସେ ସବୁ ଲିପିବଦ୍ଧ କରି ଆଣିଛି ଆଗାମୀ ଦିନରେ କୋଟିଆ ବାସିନ୍ଦାଙ୍କ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। କୋଟିଆବାସୀ ଆଗାମୀ ଦିନରେ ଓଡ଼ିଶା ସରକାର ପକ୍ଷରୁ ଯେଉଁ ସେବା, ଭଲ ପାଇବା ପାଇବେ, କେବେ ମଧ୍ୟ ଆନ୍ଧ୍ର ପ୍ରଦେଶ ସରକାର ତାହା କୋଟିଆ ବାସିନ୍ଦାଙ୍କୁ ଦେଇ ପାରିବେ ନାହିଁ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button