Education
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ପାଇଁ ବଡ ଘୋଷଣା କଲେ
କୋରାପୁଟ ଜୟପୁରକୁ ଗଡ଼ିବ ବନ୍ଦେ ଭାରତ
ଜଯପୁର,ତ।:10/8
ଖୁବ୍ ଶୀଘ୍ର ଜୟପୁରରୁ ଭୁବନେଶ୍ବର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ
.
କୋରାପୁଟ ଜୟପୁର ସ୍ଥିତ ପେପର ମିଲ୍ ପୁନର୍ବାର ଚାଲୁ ହେବ
ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
.
ଜୟପୁରରେ ସୁଭଦ୍ରାର ୩ୟ କିସ୍ତି ପ୍ରଦାନ ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
.
କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଅଧିକ ଟଙ୍କା ଉନ୍ନୟନମୂଳକ ପ୍ରକଳ୍ପ
ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିଭିପ୍ରସ୍ତର ସ୍ଥାପନ କଲେ
४४१ କୋଟି ଟଙ୍କାରୁ ଊର୍ଦ୍ଧ ବ୍ୟୟରେ ୪୩୬ଟି ପ୍ରକଳ୍ପ ଭିଭି
ଜଯପୁର ୧୨୬ଟି ପ୍ରକଳ୍ପର
ଭାରତ ଏକ୍ସପ୍ରେସ, ଉଦଘାଟନ କରିଛନ୍ତି ମୁଖ୍ୟମୁନ୍ତ୍ରୀ ଖୁବ୍ଶୀଘ୍ର ଜୟପୁରରୁ ଭୁବନେଶ୍ବର ଗଡ଼ିବ ବନ୍ଦେ
ଜୟପୁର ସ୍ଥିତ ପେପର ମିଲ୍ ପୁନର୍ବାର ଚାଲୁ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ