Education

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଜଯପୁର ସେବ। ପେପରମିଲର କର୍ମଚାରୀ ଆପଣଙ୍କୁ ସ୍ୱାଗତ କରୁଅଛୁ

ସ୍ବାଗତ

ସ୍ବାଗତ

ସ୍ବାଗତ

ଜଯପୁର,ତ।:8/8

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି

ମହୋଦୟ ଙ୍କୁ ସାଗତ ଜଣାଉଛୁ……..

ଜୟପୁର ର ଅର୍ଥନୈତିକ ଜୀବନ ରେଖା ଏକ ମାତ୍ର ବୃହତ ଶିଳ୍ପ ସେବା କାଗଜ କଳ କୁ ପୁର୍ଣ କାର୍ଯ୍ୟକ୍ଷମ କରିବା ଏବଂ

ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ସେବା କାଗଜ କଳ ଶ୍ରମିକ, କର୍ମଚାରୀ, ଠିକା ଶ୍ରମିକ, ଅବସରପ୍ରାପ୍ତ ଶ୍ରମିକ, ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ଓ ସଂଘ ମାନଙ୍କ ପକ୍ଷରୁ ବିନମ୍ର ନିବେଦନ ।

ଜଯପୁର ସେବ। ପେପରମିଲର କର୍ମଚାରୀଙ୍କ ଓ ଜଯପୁର ସହରବାସୀଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମ।ଝି ନିବେଦନ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button