ସମ୍ବାଦିକ ଙ୍କୁ 60 ବର୍ଷ ପରେ ପେନସନ ନିର୍ମାଣ କରି
ଓଜେୟୁ ତରଫରୁ ରୁ ଜିଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା : ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ରଙ୍ଗପୁର ଜିଲ୍ଲାର ନୂ ନୂତନ ଜିଲାପାଳଙ୍କ ଡଃ. ମହେଶ୍ବର ସ୍ଵାଇଁ ସ୍ଵାଇଁ ଙ୍କୁ ଙ୍କୁ ଓଡ଼ିଶା ଓ ସାମ୍ବାଦିକ ସଙ୍ଘ (ଓଜେୟ), ନବରଙ୍ଗପୁର ଜିଲ୍ଲାର ଶାଖା ତରଫ ଫରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରା କରାଯାଇଥିଲା । ଏଥିରେ
ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକ ବିଚାର କରି ତାର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଉଲ୍ଲେଖ କରାଯାଇଛି । ସମ୍ବିଧାନର ଚତୁର୍ଥ ସ୍ତମ୍ଭସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଓ ରାଜ୍ୟର ସାମ୍ବାଦିକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନିମ୍ନ ଲିଖୁତ ଦାବୀ ପୂରଣ କରିବା ପାଇଁ ଅନୁରୋଧ କରାଯାଇଛି । ସାମ୍ବାଦିକ ସୁରକ୍ଷା ପାଇଁ ସରକାର ଆଇନ୍ ପ୍ରଣୟନ କରିବା,
ସାମ୍ବାଦିକଙ୍କୁ ୬୦ ବର୍ଷ ପରେ ପେନସନ ନିର୍ମାଣ କରି ଜିଲ୍ଲା ମାନଙ୍କରୁ ଯାଉଥିବା ସାମ୍ବାଦିକ ମାନଙ୍କ
କରାଯିବା ସହ ଏହାକୁ ପାଞ୍ଚ ଲକ୍ଷରୁ ଦଶଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ସାମ୍ବାଦିକଙ୍କୁ ସରକାରୀ ବସ ମାନଙ୍କରେ ମାଗଣା ଯାତାୟାତ ବ୍ୟବସ୍ଥା କରାଯିବା ଇତ୍ୟାଦି ବିଷୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି। ଏହା ସହ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।
ରୂପାଳ ଏବଂ ଜିଲ୍ଲାବର୍ଣ୍ଣାରୀ ନବରଙ୍ଗପୁର
ସାମ୍ବାଦିକଙ୍କ ପାଇଁ ପ୍ରେସ କ୍ଲବ୍ ନିର୍ମାଣ, ସହରାଞ୍ଚଳ ରାସ୍ତା ଘାଟ ପ୍ରଶସ୍ତିକରଣ, ଜିଲାରେ ପୁଅ ଅନୁପାତରେ ଝିଅ ସଂଖ୍ୟା କମିବା ସମସ୍ୟା, ଛୋଟ ଛୁଆଙ୍କୁ ଚେଙ୍କ ଦେବା ସମସ୍ୟା, ଦାଦନ ଶ୍ରମିକ ସମସ୍ୟା ସ୍ଵାସ୍ଥ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।ଓଡ଼ିଶା ସାମ୍ବାଦିକ ସଙ୍ଘ ଜିଲା ସଭାପତି ଶିବ ଶଙ୍କର ତ୍ରିପାଠୀ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ଉପସଭାପତି ରାକେଶ ଗୁପ୍ତା, ଜିଲା ସାଂଗଠନିକ ସମ୍ପାଦକ ବେଣୁ ଗୋପାଳ ରାଓ, ଉପଦେଷ୍ଠା ପୂର୍ଣ ଚନ୍ଦ୍ର ମହାପାତ୍ର, ତପନ କୁମାର ପଟ୍ଟନାୟକ ।